ପାସ୍ୱାର୍ଡ ଆମର  ଅନ୍ଲାଇନ୍ରୁ  ପରିଚୟ ର ରକ୍ଷା  କରିବାର ସବୁଠାରୁ  ବ୍ୟବହାରିକ  ଉପାୟ | ପାସ୍ୱାର୍ଡ ର  ଉପଯୋଗ  ଆପଣଙ୍କ  ବ୍ୟକ୍ତିଗତ  ଉପକରଣ , ଇମେଲ , ବ୍ୟାଙ୍କିଙ୍ଗ  ଅନୁପ୍ରୟୋଗ  ଏବଂ ସବୁ ଜିନିଷ ପାଇଁ କରାଯାଇଥାଏ ଯାହା  ଆପଣଙ୍କୁ  ଇଣ୍ଟରନେଟ  ର  ଆବଶ୍ୟକତା ଅଛି |  ଏହି  ସଂବେଦନଶୀଳ ସୂଚନା  ସାଙ୍ଗରେ , ପରିଚୟ ର  ଚୋରି  କୁ  ରୋକିବା  ପାଇଁ  ଭଲ  ପାସ୍ୱାର୍ଡ ବନେଇବା  ବହୁତ  ମହତ୍ବପୂର୍ଣ |  ପାସ୍ୱାର୍ଡ ଏକ  ସୂଚନା  ପ୍ରଣାଳୀ  ପାଇଁ  ଉପଭୋଗକର୍ତ୍ତାଙ୍କୁ  ପ୍ରମାଣିତ  କରିବା ପାଇଁ  ସବୁଠାରୁ  ଅଧିକ  ବ୍ୟବହାର କରାଯାଉଥିବା  ତନ୍ତ୍ର  | ପାସ୍ୱାର୍ଡ ଆପଣଙ୍କ  ଖାତା  ବା  ଉପକରଣ  କୁ  ହାଇକ  କରିବାରୁ ବଂଚାଇବାରେ   ପ୍ରମୁଖ  ଭୂମିକା  ଗ୍ରହଣ କରେ | ସାଇବର  ଅପରାଧୀଙ୍କ  ଦ୍ବାରା  ବ୍ୟବହାର କରାଯାଉଥିବା  ଟେକନିକ ବା  ମହିଳା ବା କାହା ପାଇଁ  ଲଗଭଗ  ସମାନ ଅଟେ  |   ସାଇବର  ଅପରାଧୀଙ୍କ  ଦ୍ବାରା  ବ୍ୟବହାର କରାଯାଉଥିବା   ଭଳି  କିଛି  ଟେକନିକ  କୁ  ନିଜର  ପାସ୍ୱାର୍ଡ କୁ ଧରିବା ପାଇଁ ଦେଖନ୍ତୁ |

ହାଇକରସ  ଦ୍ବାରା  ପାସ୍ୱାର୍ଡ  କୁ ପୁଣି  ପ୍ରାପ୍ତ  କରିବା ପାଇଁ  ଉପଯୋଗ  କରାଯାଉଥିବା  ବିଭିନ୍ନ  ଟେକନିକ

କାନ୍ଧ ସର୍ଫିଙ୍ଗ

ପାସ୍ୱାର୍ଡ ଚୋରି କରିବାର  ଏକ  ଉପାୟ,  କୌଣସି ବ୍ୟକ୍ତି  ର  ପଛରେ ଠିଆ ହୋଇ ତାର  ପାସ୍ୱାର୍ଡ ଟାଇପ କରିବାର   ସମୟରେ  ତାହା ଦେଖିବା | ଏହା  ଆପଣଙ୍କ କଥାବାର୍ତା କୁ  ଶୁଣି କି ବି ହୋଇପାରେ  ଯଦି  ଆପଣ  ଫୋନରେ  ନିଜର  କ୍ରେଡିଟ -କାର୍ଡ  ନମ୍ବର  ଦେଇଥାନ୍ତି | ଭୀଡ 

  ବାଲା ଜାଗାରେ କାନ୍ଧ ର  ସର୍ଫିଙ୍ଗ  ସୁବିଧାରେ ହୋଇଥାଏ | ଯଦି  ଆପଣଙ୍କ  ପାସ୍ୱାର୍ଡ କାନ୍ଧ  ର  ସର୍ଫରସ  ଦ୍ବାରା  ଦେଖା ଯାଇଥାଏ  ତ ଆପଣଙ୍କ  ଗୋପନୀୟ  ସୂଚନା  ଜୋଖିମ ରେ ପଡିବ |   ଆପଣଙ୍କ  ଖାତା ରେ ପ୍ରବେଶ  କରିବା ପାଇଁ  ଆପଣଙ୍କ  ପାସ୍ୱାର୍ଡ ସୂଚନା  ର  ଉପଯୋଗ  କରିପାରିବେ  ଏବଂ  ଆପଣଙ୍କ ସୂଚନା  ର କ୍ଷତି  ପହଂଚିପାରିବେ | କାନ୍ଧ ସର୍ଫିଙ୍ଗ  ର ବିପଦ ରୁ ବଂଚେଇବା ପାଇଁ କିଛି  ସୁଝାବ |

  • ଯେବେ  ଆପଣ  ଲଗିଂ  ଖାତାରେ  ନିଜର  ପାସ୍ୱାର୍ଡ  ଦର୍ଜ  କରୁଥାନ୍ତି ,  ସାର୍ବଜନିକ  ସ୍ଥାନରେ  କାନ୍ଧରେ  ସର୍ଫରସ ବିଷୟରେ ସୂଚନା ରଖନ୍ତୁ |
  • ଅଜନବି ଙ୍କ ପାଇଁ  ନିଜର  ଉପଭୋଗକର୍ତ୍ତା ଙ୍କ  ନାଁ  ଆଉ  ପାସ୍ୱାର୍ଡ  ପ୍ରକଟ  କରନ୍ତୁ ନାହିଁ |
  • କୌଣସି   ଅଜନବୀ  କୁ  ଦେଖାଇବା  ରୋକିବା ପାଇଁ  କିବୋର୍ଡ଼  କୁ  ନିଜର  ହାଥରେ ବା କୌଣସି ଅନ୍ୟ ଜିନିଷରେ ଢାଙ୍କି ଦିଅନ୍ତି

କ୍ରୂର  ଆକ୍ରମଣ

ପାସ୍ୱାର୍ଡ  ଚୋରେଈବାର  ଏକ ଉପାୟ  ଅନୁମାନ  ମାଧ୍ୟମରେ | କୌଣସି  ବ୍ୟକ୍ତିଙ୍କର  ବ୍ୟକ୍ତିଗତ ସୂଚନାର  ସାହାଯ୍ୟରେ ହାଇକରସ  ସବୁ ସମ୍ଭବ  ସଂୟୋଜନ ର  ପ୍ରୟାସ  କରିଥାନ୍ତି |  ବ୍ୟକ୍ତିଙ୍କ  ନାମ, ଘର  ନାମ  (ନିକ  ନେମ ), ନମ୍ବର  (ଜନ୍ମ  ତିଥି , ଫୋନ  ନମ୍ବର ), ସ୍କୂଲର  ନାମ  ... ଆଦି  ସାଙ୍ଗରେ  ପ୍ରୟାସ  କରନ୍ତି | ଯେବେ  ପାସ୍ୱାର୍ଡର  ବଡ  ସଂଖ୍ୟା  ରେ  ସଂଯୋଜନ ହୁଏ , ତେବେ  ପାସ୍ୱାର୍ଡ କୁ  କରାଇକ  କରିବା ପାଇଁ  ହାଇକରସ  ତେଜ  ପ୍ରୋସେସର  ଏବଂ  କିଛି ସଫ୍ଟୱାର  ଟୂଲ ର  ଉପଯୋଗ  କରନ୍ତି | ପାସ୍ୱାର୍ଡ  କୁ  କରାଇକ  କରିବାର ଏହି ଉପାୟ କୁ "ବୃଟ  ଫୋର୍ସ  ଆଟାକ"  ରୂପରେ ଜାଣିଥାନ୍ତି | ବୃଟ ବଳର  ଆକ୍ରମଣର  ବିପଦ ରୁ ବଂଚିବା ପାଇଁ କିଛି  ସୁଝାବ |

  • ଆପଣଙ୍କୁ  ଏକ  ପାସ୍ୱାର୍ଡର  ଉପଯୋଗ କରିବା ଦରକାର  ନାହିଁ   ଯାହା  ଆପଣଙ୍କ  ବ୍ୟକ୍ତିଗତ  ସୂଚନାର  ପ୍ରତିନିଧିତ୍ବ  କରିଥାଏ  ଯେମିତି କି  ଉପନାମ , ଫୋନ  ନମ୍ବର , ଜନ୍ମ  ତିଥି  ଆଦି  |
  • ପାସ୍ୱାର୍ଡ  କୁ  ଅଧିକ  ଜଟିଳ  ବନାଇବା ଦ୍ୱାରା  ଆକ୍ରମଣ ର   କଠିନତା   ବଢି  ଯାଇଥାଏ  ଯାହା କୃର ବାଳ  ବା  ଶିକ୍ଷିତ  ଅନୁମାନ  ଉପରେ  ନିର୍ଭର  କରିଥାଏ |

ଶବ୍ଦକୋଷ  ହମଲା

ହାଇକରସ  କିଛି  ସଫ୍ଟୱାର  ଟୂଲସର  ସାହାଯ୍ୟରେ  ଆପଣଙ୍କ  ପାସ୍ୱାର୍ଡ  କୁ  କରାଇକ  କରିବା  ପାଇଁ  ସବୁ  ସମ୍ଭବ  ଶବ୍ଦକୋଷର  ଶବ୍ଦର  ସାଥ  ବି  ପ୍ରୟାସ  କରନ୍ତି | ଏହାଦ୍ୱାରା  "ଦିକଶନାରୀ  ଆଟାକ" କୁହା ଯାଏ | ଶବ୍ଦକୋଷ  ହମଲାର ବିପଦ ଠାରୁ ବଂଚିବା ପାଇଁ  କିଛି  ସୁଝାବ .

  • ଲଗିଂ  ଖାତା  ପାଇଁ  ପାସ୍ୱାର୍ଡ  ବନାଇବା  ସମୟରେ  ଆପଣଙ୍କୁ  ଶବ୍ଦକୋଷର   ଶବ୍ଦ  (ଯେମିତି  ପଶୁ  , ଗଛ , ପକ୍ଷୀ  ବା  ଅର୍ଥ )  ର  ଉପଯୋଗ  କରିବା କଥା ନୁହେଁ |
  • ବାର -ବାର  ବିଫଳ  ହେବ ପରେ  ଖାତା  ଲକ  କରିବା  ବା  ଲଗିଂ  ପ୍ରୟାସ  ମଧ୍ୟରେ ଡେରି ହେବାର ସମ୍ଭାବନା କୁ ବଢ଼ାଇଥାଏ |

ପାସ୍ୱାର୍ଡ  ରିକବରୀ  / ରୀସେଟ  ସିଷ୍ଟମ

ଏକ  ଘୁସପାଇଠି କୁ  ଉପଭୋଗକର୍ତ୍ତା  ଠାରୁ  ପାସ୍ୱାର୍ଡ  ପ୍ରାପ୍ତ  କରିବାର  ଆବଶ୍ୟକତା  ନାହିଁ  ଯଦି  ଏହା  ପ୍ରମାଣୀକରଣ  ପ୍ରଣାଳୀ  କୁ  ମେଲ  କରିପାରିବେ ବା ତାଙ୍କୁ ନିଜର ପସନ୍ଦର  କିଛି  ବଦଳାଇପାରିବେ | ବୈଧ  ଉପଭୋଗକର୍ତ୍ତା  କୁ  ପାସ୍ୱାର୍ଡ  ଭୂଲ  ଗଲେ  ଏହାକୁ  ଠୀକ  କରିବା ବା  ବଦଳାଇବାକୁ  ଅନୁମତି  ଦେବା ପାଇଁ  ସିଷ୍ଟମ  ଅନ୍ୟ  ଲୋକଙ୍କୁ  ବି ଏମିତି କରିବାକୁ ଅନୁମତି  ଦେଇପାରେ |  ହେଲ୍ପଡେସ୍କ  ଅପରେଟରଙ୍କୁ ପାସ୍ୱାର୍ଡ  ରୀସେଟ  କରିବା ପାଇଁ  କାହାର  ପ୍ରମାଣର  ଯାଞ୍ଚ  କରିବା ପାଇଁ  ବିଶେଷ  ରୂପରେ  ସାବଧାନ  ରହିବର ଆବଶ୍ୟକତା  ଅଛି |  ଅନଲାଇନ  ସିଷ୍ଟମ  ଯାହା  "ଗୁପ୍ତ  ପ୍ରଶ୍ନ " ଉପରେ  ଭରୋସା  କରିଥାଏ  ଯେମିତି  କି  "ପ୍ରଥମ  ସ୍କୂଲ  ର  ନାମ " ବା  "ଜନ୍ମଦିନ " ହାରିବା ପାଇଁ ତୁଚ୍ଛ   ଯଦି  ଏହି ସୂଚନା  କୌଣସି  ସାମାଜିକ  ନେଟୱାର୍କରେ  ମିଳିଯିବ | ସିଷ୍ଟମ  ଯାହା  ଏକ  ବେକାପ  ଏଇ -ମେଲ  ଠିକଣା  ବା  ଫୋନ  ନମ୍ବର  ଉପରେ  ରିମାଇଣ୍ଡର  ପଠାନ୍ତି , ଏବଂ  ଉପଭୋଗକର୍ତ୍ତା  କୌଣସି  ଅନ୍ୟ  ବ୍ୟକ୍ତି  ଦ୍ୱାରା  ପଂଜୀକୃତ  ବେକାପ  କୁ  ପଂଜୀକୃତ  କରିବାକୁ  ଅନୁମତି  ଦିଅନ୍ତି  ତ ଉପଭୋଗକର୍ତ୍ତା  ଠିକଣା  ବା  ନମ୍ବର  ବଦଳାଇ ପାରିବେ | ମାନେ ରଖନ୍ତୁ  କି  କେହି  ବି  ନିୟମ ଯାହା  ଆପଣଙ୍କ  ପାସ୍ୱାର୍ଡ  ଉପରେ  ଲାଗୂ  ହୋଇଥାଏ  , ଆପଣଙ୍କ  ପାସ୍ୱାର୍ଡ  ରିକବରୀ  ପ୍ରଶ୍ନ  ଉପରେ ବି  ଲାଗୂ  ହୋଇଥାଏ , ଯାହା  କିଛି  ଏମିତି  ହେବ ଦରକାର  ଯାହାର କାହାକୁ  ଅନୁମାନ  ହେବ କଥା ନୁହେଁ  - ଆଉ , ଆପଣଙ୍କ  ପାସ୍ୱାର୍ଡ  ପରି , କିଛି  ଯାହା  ଆପଣଙ୍କୁ  କେବେଭି   ଅନ୍ୟଙ୍କ  ସାମନାରେ  ପ୍ରକାଶ  କରନ୍ତୁ ନାହିଁ |

  • ପାସ୍ୱାର୍ଡ ର  ପୁନରୁଉଦ୍ଧାର ପାଇଁ ଏମିତି ସୂଚନା ର  ଉପଯୋଗ  କରନ୍ତୁ  ଯାହା  ସୋସିଆଲ  ମିଡିୟା  ରେ  ନାହିଁ|
  • ଦ୍ବିଟି  କାରକ  ପ୍ରମାଣୀକରଣ  କୁ  ସକ୍ରିୟ  କରନ୍ତୁ

ରୈନବୋ  ତେବଳ  ଆଟାକ

ରୈନବୋ  ତେବଳ  ସେତିକି  ରଙ୍ଗୀନ  ନୁହେଁ ଯେତିକି ତାଙ୍କ  ନାମ , କିନ୍ତୁ  ହାଇକର  ପାଇଁ , ଆପଣଙ୍କ  ପାସ୍ୱାର୍ଡ  ଭଲରେ ଏହାର  ଅନ୍ତ ରେ ହୋଇପାରେ |  ଏହି ତାଲିକାରେ  କୌଣସି ବି ଦିଆଯାଇଥିବା  ହେସିଙ୍ଗ   ଏଲଗୋରିଥମ ପାଇଁ  ସବୁ ସମ୍ଭବ  ପାସ୍ୱାର୍ଡ  ସଂୟୋଜନ ର  ହେଶ  ଥାଏ . ରୈନବୋ  ତେବଳ ଆକର୍ଷକ  ହୋଇଥାଏ କାରଣ ଏହା  ଏକ  ପାସ୍ୱାର୍ଡ  ହେଶ  କୁ  କରାଇକ  କରିବା ପାଇଁ ଆବଶ୍ୟକ  ସମୟ  କୁ  କାମ  କରିଥାଏ  ତାହେଲେ  ଏକ  ସୂଚୀ ରେ  କିଛି  ଦେଖାଯାଏ |  ଇନ୍ଦ୍ରଧନୁଷର  ତେବଳ  ବଡ -ବଡ , ବେକାର  ଜିନିଷ |

ଫିସିଙ୍ଗ

ଫିସିଙ୍ଗ , ଏଇ -ମେଲ ଭଳିଆ  ଇଲେକ୍ଟ୍ରୋନିକ  ସଂଚାର  ମାଧ୍ୟମ କୁ  ମାଧ୍ୟମ  ସାଙ୍ଗରେ  ଉପୋଭୋଗକର୍ତ୍ତା   ନାଁ , ପାସୱାର୍ଡ଼  , ପିନ , ବାଙ୍କ  ଖାତା , କ୍ରେଡିଟ  କାର୍ଡ  ର ବିବରଣ  କୁ  ଭରୋସା ସହ  ପ୍ରାପ୍ତ  କରିବା ର  ପ୍ରୟାସ  କରିବା ର  ଏକ  ଉପାୟ | ଫିସିଙ୍ଗ ପ୍ରାୟ  ଏଇ -ମେଲ  ସପୂଫିଙ୍ଗ ବା  ଇନ୍ଷ୍ଟଏଣ୍ଟ  ମୈସେଜିଙ୍ଗ ଦ୍ୱାରା  ହୁଏ  ଏବଂ  ଏହା  ଉପଭୋଗକର୍ତ୍ତା  କୁ  ଏକ  ଫରଜି ୱେବସାଇଟ  ଉପରେ  ବିବରଣୀ  ଲେଖିବା ପାଇଁ  ନିର୍ଦେଶ  କରିଥାଏ ,ଯାହାର  ଲୁକ  ଆଉ  ଫିଲ ପ୍ରଣାୟତ୍ତ ଏକ ପ୍ରକାର  ର ହୋୟୀ ଥାଏ |  ଫିସିଙ୍ଗ  ସୋସିଆଲ  ଇନ୍ଜୀନିୟରିଂ  ଟେକନିକ  ର  ଏକ  ଉଦାହରଣ | ଯାହାର  ଉପଯୋଗ  ଉପଭୋଗକର୍ତ୍ତା ଙ୍କୁ  ଧୋଖା  ଦେବା ପାଇଁ  କରାଯାୟୀ ଥାଏ |

  • ଲଗିଂ  ସୂଚନା ପାଇଁ   ଇମେଲ  ଠାରୁ ସତର୍କ  ରୁହନ୍ତୁ

କୋଡ଼ ରେ ପାସ୍ୱାର୍ଡ

ସ୍କ୍ରିପ୍ଟ  ବା  ପ୍ରୋଗ୍ରାମରେ ଅନ୍ତର୍ଗତ ହେବ ଦ୍ୱାରା  କେବେକେବେ  ପାସ୍ୱାର୍ଡ  ର  ବି ଖୁଲାସା  ହୋଇଥାଏ | ଏହା  ଏକ  ଇନ୍ଟରେକ୍ଟିଭ  ସିଷ୍ଟମ  ପର୍ଯ୍ୟନ୍ତ ପହଂଚିବାକୁ  ସ୍ବଚାଲିତ  କରିବା ପାଇଁ  ଏକ  ସୁବିଧା ଉପାୟ  | ଏହା  ପ୍ରକଟୀକାରଣ   ବହୁତ  ଜୋଖିମ  କୁ  ବହନ  କରିଥାଏ ଏବଂ  ଯୁଆଡେ ବି  ସମ୍ଭବ   ହୁଏ , ବିକଳ୍ପ  ର  ଉପଯୋଗ କରାଯିବ ଉଚିତ | ସବୁଠାରୁ  ଖରାବ  ସମ୍ଭାବିତ  ପରିଣାମ  ଏକ  ସ୍କ୍ରିପ୍ଟ  ପାଇଁ , ଯାହା  କୌଣସି ସାର୍ବଜନିକ  ୱେବସାଇଟରେ  ସମାପ୍ତ  ହେଵା ପାଇଁ  ଏକ  ପ୍ଲେନଟେକ୍ସଟ  ପାସ୍ୱାର୍ଡ  ଥାଏ |

  • ଯଦି  କୌଣସି  ଅନ୍ୟ  ବିକଳ୍ପ  ନାହିଁ  ତେବେ ସ୍କ୍ରିପ୍ଟ  ବା  ପ୍ରୋଗ୍ରାମ  କୁ  ଜାଣି ବୂଝିକରି  ବା  ଆକସ୍ମିକ  ପହଂଚିବାର   ଖିଲାଫ  ବହୁତ  ସାବଧାନୀରେ   ସଂରକ୍ଷିତ  କରାଯିବ ଉଚିତ |

ସୋସିଆଲ  ଇନ୍ଜୀନିୟରିଂ

କାହାର ପାସ୍ୱାର୍ଡ  ଖୋଜିବାର  ସବୁଠାରୁ  ସରଳ  ଉପାୟ  ହେଉଛି  ଆପଣ  ତାଙ୍କୁ  ନିଜର  ପାସ୍ୱାର୍ଡ  କୁହନ୍ତୁ |  ଅଜ୍ଞାତ  ବ୍ୟକ୍ତି ଙ୍କ  ସାଙ୍ଗରେ ପାସ୍ୱାର୍ଡ  ସହଭାଗ  କରିବା ଦ୍ୱାରା  ଆପଣଙ୍କ  ବ୍ୟକ୍ତିଗତ  ସୂଚନାର  ନୁକସାନ  ବି ହୋଇପାରେ | ସେମାନେ  ଆପଣଙ୍କ  ଲଗିଂ  ସୂଚନାର  ଉପଯୋଗ  କରିପାରନ୍ତି ଏବଂ ଆପଣଙ୍କ  ସୂଚନା ପର୍ଯ୍ୟନ୍ତ  ପ୍ରାପ୍ତ  କରିପାରନ୍ତି  | ବ୍ୟକ୍ତିମାନଙ୍କୁ  ଆପଣଙ୍କ  ସୂଚନା  ପ୍ରାପ୍ତ କରିବା ପରେ  ଅଜନବୀ  ପସନ୍ଦ  ଆସନ୍ତି , ସେମାନେ ଏହା ସାଙ୍ଗରେ  କିଛି  ବି  କରିପାରନ୍ତି |  ସେମାନେ ଏହାକୁ   କୋପୀ , ସଂଶୋଧିତ ବା  ହଟାଇ ପାରନ୍ତି | ଏହା ସେମାନଙ୍କୁ  ଆପଣଙ୍କ  ଦ୍ବାରା  ନିୟନ୍ତ୍ରିତ  (ଫିସିଙ୍ଗ ) ୱେବସାଇଟ  ରେ  ଟାଇପ  କରିବା ପାଇଁ  ରାଜୀ  କରାଇକି କରା ଯାଇପାରେ |

  • ଆପଣଙ୍କୁ  ଇମେଲ  ବା  ଏସଏମଏସ  ବା  କୌଣସି  ଅନ୍ୟ  ମାଧ୍ୟମରେ  ଅଜ୍ଞାତ  ବ୍ୟକ୍ତିଙ୍କ ସାଙ୍ଗରେ  ପାସ୍ୱାର୍ଡ  ସହଭାଗ କରିବା ଉଚିତ ନୁହେଁ |

ତ୍ରୋୟଜନ , ଵାୟର୍ସ  ଆଉ  ମାଲ୍ବାର

ଏକ  କିଲଗର , ବା  ସ୍କ୍ରୀନ  ସକ୍ରେପର , ମାଲ୍ବାର  ଦ୍ବାରା  ସ୍ଥାପିତ କରାଯାଇଥାଏ  ଯାହା  ଏକ  ଲଗିଂ  ପ୍ରକ୍ରିୟା  ରେ ଆପଣଙ୍କ  ଦ୍ବାରା  ଟାଇପ  କରାଯାଇଥିବା ସବୁ  ଜିନିଷ  କୁ  ରେକର୍ଡ  କରିଥାଏ ବା  ସ୍କ୍ରୀନଶତ  ନେଇଥାଏ , ଆଉ ଫେର  ହାଇକର  ସେଣ୍ଟ୍ରାଲ  କୁ ଏହି  ଫାଇଲ ର ଏକ ପ୍ରତି  ଅଗରସହିତ କରିଥାଏ | କିଛି  ମାଲ୍ବାର  ୱେବ  ବ୍ରାଉଜ଼ର  କ୍ଳାଇଣ୍ଟ ପାସ୍ୱାର୍ଡ  ଫାଇଲ  ର  ଅସ୍ତିତ୍ବ ର  ତଲାଶ  କରିବେ  ଆଉ ଏହାକୁ କୋପୀ  କରିବେ ,ଯେବେ ପର୍ଯ୍ୟନ୍ତ  ଠୀକରେ ଇନ୍କ୍ରିପ୍ଟ  କରାଯାଇ ନାହିଁ , ଏଥିରେ  ଉପଭୋଗକର୍ତ୍ତା  ର  ବ୍ରାଉଜ଼ଇଂ  ଇତିହାସ ରେ  ସୁବିଧା  ସୁଲଭ ପାସ୍ୱାର୍ଡ  ଅନ୍ତର୍ଭୁକ୍ତ ରହିବ |

  • ନିଜର ଡିଭାଇସ  କୁ  ମାଲ୍ବାର , ତ୍ରୋୟଯାନ ଆଉ  ଵାୟର୍ସ  ଠାରୁ  ବଂଚିବା  ପାଇଁ  ଏନ୍ଟିଵାୟର୍ସ  ଇନଷ୍ଟଲ  କରନ୍ତୁ

କମଜୋର  ପାସ୍ୱାର୍ଡ  ବା  ରିକ୍ତ  ପାସ୍ୱାର୍ଡ  ର  ଉପଯୋଗ  କରିବା

କମଜୋର  ଏବଂ  ଖାଲୀ  ପାସ୍ୱାର୍ଡ  ଆକ୍ରମଣକାରୀ  ପାଇଁ  ଆପଣଙ୍କ  ସିଷ୍ଟମରେ  ଦରାର  ପକାଇବାରେ ସବୁଠାରୁ ସୁବିଧା ଉପାୟ ଭିତରୁ ଗୋଟେ | ସାଇବର  ଅପରାଧୀ  ପାସ୍ୱାର୍ଡ  ର  ଅନୁମାନ  ଲଗାଇବା ପାଇଁ  ଗୁପ୍ତ  ପ୍ରଶ୍ନ  ର  ଉତ୍ତର ର  ଅନୁମାନ  ଲଗାଇବା  ଉପଯୋଗ  କରାଯାଉଥିବା  ସମାନ  ଟେକନିକ ର  ଉପଯୋଗ  କରିପାରନ୍ତି |  କିଛି  ବି  ଯାହା  ଆପଣଙ୍କ  ସାଙ୍ଗଙ୍କୁ ଜଣାଥାଏ , କୌଣସି  ୱେବସାଇଟ  ରୁ  ଉପଲବ୍ଧ  ହୁଏ | ଆଧାର  ରେ  ପାସ୍ୱାର୍ଡ   ରୂପରେ  ଏକ  ବହୁତହିଁ   ଖରାପ  ବିକଳ୍ପ  |

  • ସବୁବେଳେ  ଆପଣଙ୍କୁ  "ମଜବୂତ  ପାସ୍ୱାର୍ଡ  ର  ଉପଯୋଗ  କରିବାର "  ଆବଶ୍ୟକତା ଅଛି |

କାଗଜ ରେ  ନିଜର  ପାସ୍ୱାର୍ଡ ଲେଖିବା ବା  ହାର୍ଡ  ଡିସ୍କ  ଉପରେ  ସଂଗ୍ରହୀତ  କରିବା

ଅଜନବି   ପାସ୍ୱାର୍ଡ  ପାଇଁ  କାଗଜାତ  ବା  ଡିସ୍କର ଖୋଜି ଥାଏ ଯେଉଁଥିରେ ଲିଖ ହୋଇଥାଏ |

  • ଆପଣଙ୍କୁ  ଏହା  ସଂଗ୍ରହୀତ  କରିବା ପାଇଁ  କାଗଜ  ଉପରେ  ବା  କୌଣସି ଡିସ୍କ  ଡ୍ରାଇଭି  ଉପରେ  ପାସ୍ୱାର୍ଡ  ଲେଖିବା ଉଚିତ ନୁହେଁ |
  • ଯେବେ  ଏପିଲିକେଶନ  ଆପଣଙ୍କୁ  ପଚାରେ  କି  କଣ ଆପଣ  ନିଜର  ପାସ୍ୱାର୍ଡ  ମାନେ ରଖିବା ପାଇଁ ଚାହାନ୍ତି ନାହିଁ , ତେବେ ହଁ ର ଚୟନ କରନ୍ତୁ ନାହିଁ |
Page Rating (Votes : 0)
Your rating: