ବ୍ରଡ଼ବ୍ୟାଣ୍ଡ ହାଇ-ସ୍ପୀଡ଼  ନେଟୱାର୍କ  କନେକଷଣ ବିଷୟରେ କହିଥାଏ | ପାରମ୍ପରିକ  ଇଣ୍ଟରନେଟ  ସେବା କୁ  "ଡାୟାଲ -ଓଂ -ଡିମାଣ୍ଡ " ମୋଡ଼  ରେ ଏକସେସ  କରା ଯାୟୀ ଥାଏ , ବ୍ରଡ଼ବ୍ୟାଣ୍ଡ ଇଣ୍ଟେର୍ନେଟ  "ସବୁବେଳେ ଚାଲିବା" ମୋଡ଼ ରେ ଥାଏ |

କନେକଷଣ , ସେଥିପାଇଁ  ସୁରକ୍ଷା  ଜୋଖିମ  ବହୁତ  ଅଧିକ  ଥାଏ | ଆମର ସୂଚନା  ବିନା , କମ୍ପୁଟର   କୁ  ସଂକୁଚିତ  କରା ଯାଇ ପାରେ  ଏବଂ  ଏହାର  ଉପଯୋଗ  ଲଂଚିଙ୍ଗ  ପାଡ   ରୂପରେ ମଧ୍ୟ  କରା ଜୟୀ ପାଶରେ  କାରଣ  ବ୍ରଡ଼ବ୍ୟାଣ୍ଡ ଇଣ୍ଟେର୍ନେଟ  ର  ବ୍ୟାପକ  ରୂପରେ ଉପଯୋଗ  କରାଯିବ ପରେ  ଅନ୍ୟ କମ୍ପୁଟର ର  ବ୍ୟବଧାନ  ପକାଇବାର  ଗତିବିଧି ପାଇଁ ଏହାର  ସୁରକ୍ଷିତ  ଉପଯୋଗ  ପାଇଁ  ସୁରକ୍ଷିତ  ରୂପ  ରେ  କାନଫିଗର  କରିବା  ସବୁ  ନାଗରିକଙ୍କ ପାଇଁ  ବହୁତ  ମହତ୍ବପୂର୍ଣ  |

ବ୍ରଡ଼ବ୍ୟାଣ୍ଡ  ସୁରକ୍ଷା  ବିପଦ :

  1. ଯେମିତି ବ୍ରଡ଼ବ୍ୟାଣ୍ଡ ଇଣ୍ଟେର୍ନେଟ  କନେକଷଣ  "ସବୁବେଳେ  ଅନ " ଥାଏ , ଏହା ଜାଣିକରି  ଦୁରୁପଯୋଗ  କରାଯାଏ
  • ଟରୋଜନ ଏବଂ ବୈକଡ଼ର
  • ସେବା ମନାଥିବା
  • ଆଉ ଏକ ହମଲା ପାଇଁ  ମଧ୍ୟସ୍ଥ
  • ଲୁଚିଥିବା ଫାଇଲ  ଏକ୍ସଟନଶନ
  • ଚାଟ କ୍ଲାଏଣ୍ଟ
  • ପାକେଟ ସୂଂଘିବା
  1. ଡିଫୋଲ୍ଟ କାନଫିଗରେଶନ  ଅତ୍ୟନ୍ତ  ଅସୁରକ୍ଷିତ  |

ବ୍ରଡ଼ବ୍ୟାଣ୍ଡ  ଇଣ୍ଟେର୍ନେଟ  ଏକସେସ  ସୁରକ୍ଷିତ  କରିବା  ପାଇଁ  ଦିଶାନିର୍ଦେଶ :

  1. ସବୁବେଳେ କାରଖାନାରେ ପ୍ରସ୍ତୁତ କର୍ତା ଙ୍କ ଦ୍ବାରା  କୁହାଯାଇଥିବା  ୱେବ୍ସାଇଟସ  ରୁ  ବ୍ରଡ଼ବ୍ୟାଣ୍ଡ  ଡ୍ରାଇଭାର କୁ  ଡାଉନଲୋଡ଼  କରନ୍ତୁ |
  2. ଫାରମ୍ଵାର (ଡ୍ରାଇଭାର  କୋଡ଼ ) କୁ  ନିୟମିତ  ରୂପ ରେ  ଆପଡ଼େଟ  / ଆପଗ୍ରେଡ଼  କରନ୍ତୁ
  3. ସବୁବେଳେ  ମୋଡେମ  ସାଙ୍ଗରେ  ନିର୍ମାତା  ଦ୍ବାରା  ଆପୂର୍ତ୍ତି  କରାଯାଇଥିବା  ପାବାର  ଏଡ଼ାପଟାର ର  ଉପଯୋଗ  କରନ୍ତୁ |
  4. ଟର୍ମିନାଲ ଏଡ଼ାପଟାର  ର  ମାମଲା  ରେ ମୋଡେମ  ସୁନିଶ୍ଚିତ  କରନ୍ତୁ  କି  ବ୍ରଡ଼ବ୍ୟାଣ୍ଡ ଲାଇନ ପାଇଁ  ଫିଲ୍ଟର  ସକ୍ଷମ  କି | ଟ୍ରାନ୍ସମିଶନ  ବେଳେ  ଉତ୍ପନ୍ନ  ଅନାବଶ୍ୟକ  ଶବ୍ଦ  କୁ  ଫିଲ୍ଟର  କରିବା ପାଇଁ |
  5. ଡିଫୋଲ୍ଟ ବ୍ୟବସ୍ଥାପକ  ବଦଳାନ୍ତୁ  (ପାସ୍ୱାର୍ଡ  ଆଉ  ଉପଭୋଗକର୍ତ୍ତା  ନାମ): କେବଳ  ଉପକରଣ  ପର୍ଯ୍ୟନ୍ତ  ଅଧିକୃତ  ପହଂଚିବା ପାଇଁ  ଅନୁମତି  ଦେବା ପାଇଁ , ବ୍ରଡ଼ବ୍ୟାଣ୍ଡ ରାଉତର  ମୋଡେମର  ଡିଫୋଲ୍ଟ  ବ୍ୟବସ୍ଥାପକ  ବା  ବ୍ୟବସ୍ଥାପକ  ପାସ୍ୱାର୍ଡ  କୁ  ବଦଳାନ୍ତୁ , କାରଣ ଏହା ବିବରଣ  ନିର୍ମାତା  ଦ୍ବାରା  ଦିଆଯାଇଥାଏ  ଯାହା  ସବୁ  ମୋଡେମ  ଏବଂ  ସୂଚନା  ପାଇଁ ସାମାନ୍ୟ ଅଟେ  ଏବଂ କାହାର ବି  ଦୁରୁପଯୋଗ ହୋଇପାରେ |
  6. ଉପକରଣ ପାଇଁ  ସ୍ତାଟିକ ଆଇପୀ ଠିକଣା  ନିର୍ଦିଷ୍ଟ  କରନ୍ତୁ : ଡିଏଚସିପି   ଟେକନିକ  କୁ  ସେଟଅପ  କରିବା  ସହଜ ହୋଇଥିବାରୁ , ଅଧିକାଂଶ  ଘର  ଉପଭୋଗକର୍ତ୍ତାଙ୍କୁ  ଦାୟାନାମିକ  ଆଇପୀ ଠିକଣା ଦିଆଯାଇଥାଏ | ଏହା  ଆକ୍ରମଣକାର୍ତ୍ତାଙ୍କୁ  ସାହାଯ୍ୟ କରିଥାଏ ଯାହା ଡିଏଚସିପି  ପୂଲ ରୁ  ସହଜରେ   ବୈଧ  ଠିକଣା ପ୍ରାପ୍ତ  କରିପାରନ୍ତି | ସେଥିପାଇଁ ରାଉତର  ବା  ଏକସେସ  ପୋଇଁଟରେ  ଡିଏଚସିପି  ବିକଳ୍ପ  କୁ  ବନ୍ଦ କରିଦିଅନ୍ତୁ  ଏବଂ  ଫିକ୍ସଡ଼ ଆଇପୀ ଠିକଣା  ରେଞ୍ଜର ଉପଯୋଗ  କରନ୍ତୁ |
  7. ମେକ ଠିକଣା  ଫିଲ୍ଟରିଂ  ସକ୍ଷମ  କରନ୍ତୁ : ପ୍ରତ୍ୟେକ  ଉପକରଣ  ଏକ  ଅଦ୍ଵିତୀୟ  ମେକ  ଠିକଣା  ସାଥିରେ  ପ୍ରଦାନ  କରାଯାୟୀଥାଏ | ବ୍ରଡ଼ବ୍ୟାଣ୍ଡ ଏକସେସ  ପୋଇଁଟ  ଆଉ  ରାଉତର  ଏବଂ ଉପଭୋଗକର୍ତ୍ତା  କୁ  ଏକସେସ  ପାଇଁ ଘରୋଇ  ଉପକରଣର  ମେକ  ଠିକଣା କୁ  ସଂଯୋଜିତ  କରିବାର  ବିକଳ୍ପ  ପ୍ରଦାନ  କରିଥାଏ | ଏହା କେବଳ  ସେହି ଉପକରଣ ରେ  କନେକଷଣର  ଅନୁମତି  ଦେବାର ସୁବିଧା  ଦେଇଥାଏ |
  8. ବୈରଳେସ ସୁରକ୍ଷା  ସକ୍ଷମ  କରନ୍ତୁ : ମୋଡେମ  ରାଉତର  ବୈରଳେସ ସୁରକ୍ଷା  କୁ  ସମର୍ଥନ  କରିଥାଏ | ଉପଭୋଗକର୍ତ୍ତା  କୌଣସି  ଏକ  ପ୍ରଟୋକଲ  ଏବଂ  ଏକ  ସୁରକ୍ଷା  ଚାବି ର ଚୟନ  କରିପାରନ୍ତି |  ସମାନ  ବୈରଳେସ  ସୁରକ୍ଷା  ପ୍ରଟୋକଲ  ଏବଂ  ସୁରକ୍ଷା  ଚାବି କୁ  କମ୍ପୁଟର ରେ ସକ୍ଷମ  କରିବାକୁ ପଡିଥାଏ |
  9. (ସଂଗତ ) ୱ ପି / ବୈପ  ଇନ୍କ୍ରିପଶନ  ଚାଳୟ  କରନ୍ତୁ : ସବୁ  ୱାଇ-ଫାଇ  ସକ୍ଷମ  ମୋଡେମ  / ରାଉତର  ଇନ୍କ୍ରିପଶନ  ପ୍ରୌଦ୍ୟୋଗୀକରଣ ର କିଛି   ରୂପରେ  ସମର୍ଥନ  କରିଥାଏ , ଯାହା  ସକ୍ଷମ  କରିବାକୁ ପଡିଥାଏ
  10. ଡିଫୋଲ୍ଟ  ଏସଏସ ଆଇଡି  (ସେବା  ସେଟ  ପରିଚୟ ) ବଦଳାନ୍ତୁ : ସବୁ  ଏକସେସ  ପୋଇଁଟ  ଏବଂ ରାଉତର  ଏକ  ନେଟବାର୍କ  ନାମର  ଉପଯୋଗ  କରିଥାଏ  ଯାହା  ଏସ ଏସ ଆଇଡି ଆକ୍ରମଣକାରୀ  ଦ୍ବାରା  ନେଟବାର୍କ  / କମ୍ପୁଟର ରେ   ଦୁରୁପଯୋଗ  କରାଯାଇପାରେ , ବୈରଳେସ  ସୁରକ୍ଷା  କୁ  କାନଫିଗର  କରିବା  ସମୟରେ  ଡିଫୋଲ୍ଟ  ଏସ ଏସ ଆଇଡି କୁ  ବଦଳାଇବା  ଆବଶ୍ୟକ  ହୋଇଥାଏ |
  11. ବ୍ରଡ଼ବ୍ୟାଣ୍ଡ ଇଣ୍ଟେର୍ନେଟ  ସୁରକ୍ଷା  ବିପଦରେ କମ୍ପୁଟର   / ଲାପଟୋପ  ର  ସୁରକ୍ଷା  ପାଇଁ  ପ୍ରଭାବୀ  ଏଣ୍ଡ  ପୋଇଁଟ  ସୁରକ୍ଷା  ସମାଧାନ  (ଏଣ୍ଟେଇ  ଵାୟର୍ସ , ଏଣ୍ଟେଇ  ସ୍ପାଇବାର , ଡେସ୍କଟପ  ଫୈର୍ୱାଲ ଆଦି ସହିତ ) ର  ଉପଯୋଗ  କରନ୍ତୁ |
  12. ମୋଡେମ ରାଉତର  ସାଙ୍ଗରେ  କମ୍ପୁଟର  ଉପରେ  ଫୈର୍ୱାଲ କୁ ସକ୍ଷମ  କରନ୍ତୁ : ବ୍ରଡ଼ବ୍ୟାଣ୍ଡ ମୋଡ଼ାମ  ରାଉତର  ରେ  ବିଲଟି-ଇନ ଫୈର୍ୱାଲ ସୁବିଧା  ଥାଏ , କିନ୍ତୁ ଏହି ବିକଳ୍ପ  କୁ  ସକ୍ଷମ  କରିବାକୁ  ପଡିଥାଏ | ବ୍ରଡ଼ବ୍ୟାଣ୍ଡ ମୋଡେମ ରେ  ଜଡିତ  କମ୍ପୁଟର  କୁ  ବି  ଡେସ୍କଟପ  ଫୈର୍ୱାଲ  ସାଥିରେ  ସଂରକ୍ଷିତ  କରିବାର  ଆବଶ୍ୟକତା ଥାଏ |
  13. ଉପଯୋଗ ନହୋଇଥିବା ବିସ୍ତାରିତ ଅବଧି  ସମୟରେ  ମୋଡେମ  ବନ୍ଦ  କରନ୍ତୁ : କୌଣସି  ନେଟୱାର୍କ  କୁ  ବନ୍ଦ  କରିବା ଦ୍ୱାରା  ନିଶ୍ଚିତ  ରୂପରେ  ଅନଧିକୃତ  ଲୋକଙ୍କୁ   ନେଟୱାର୍କରେ  ପଶିବାରୁ ବନ୍ଦ ରଖାଯାଇପାରିବ| କାରଣ  ଉପକରଣ ଗୁଡିକୁ  ବାର -ବାର  ଚାଳୟ  କରିବା  ଆଉ  ବନ୍ଦ  କରିବା  ବହୁତ  ମୁଶ୍କିଲ  , ସେଥିପାଇଁ  ଏହା  ୟାତ୍ରା  ବା  ବିସ୍ତାରିତ  ଅଫ୍ଲାଇନ  ଅବଧି  ସମୟରେ କରାଯାଇପାରେ |
  14. ଇଉଏସ ବି  ବ୍ରଡ଼ବ୍ୟାଣ୍ଡ ମୋଡ଼ାମ  ର  ମାମଲା ରେ  , ଉପଯୋଗ  ପରେ  ଡିଭାଇସ  କୁ  ଡିସ୍କ କନେକଟ  ଏବଂ  ହଟାଇଦିଅନ୍ତୁ |
  15. ବ୍ରଡ଼ବ୍ୟାଣ୍ଡ ଇଣ୍ଟେର୍ନେଟ ବୈଂଡ଼ ବିଡିଥ  ଉପଯୋଗ  ନିଗରାନୀ  ଉପକରଣ  ସ୍ଥାପିତ  କରନ୍ତୁ |
  16. ଭଲ ପ୍ରଶାସନ  ପାଇଁ ଏସ ଏସ ଏଚ  (ସୁରକ୍ଷିତ  ଚାଇନାଲ ) ସକ୍ଷମ  କରନ୍ତୁ |

 

Page Rating (Votes : 0)
Your rating: