ବ୍ରଡ଼ବ୍ୟାଣ୍ଡ ହାଇ-ସ୍ପୀଡ଼ ନେଟୱାର୍କ କନେକଷଣ ବିଷୟରେ କହିଥାଏ | ପାରମ୍ପରିକ ଇଣ୍ଟରନେଟ ସେବା କୁ "ଡାୟାଲ -ଓଂ -ଡିମାଣ୍ଡ " ମୋଡ଼ ରେ ଏକସେସ କରା ଯାୟୀ ଥାଏ , ବ୍ରଡ଼ବ୍ୟାଣ୍ଡ ଇଣ୍ଟେର୍ନେଟ "ସବୁବେଳେ ଚାଲିବା" ମୋଡ଼ ରେ ଥାଏ |
କନେକଷଣ , ସେଥିପାଇଁ ସୁରକ୍ଷା ଜୋଖିମ ବହୁତ ଅଧିକ ଥାଏ | ଆମର ସୂଚନା ବିନା , କମ୍ପୁଟର କୁ ସଂକୁଚିତ କରା ଯାଇ ପାରେ ଏବଂ ଏହାର ଉପଯୋଗ ଲଂଚିଙ୍ଗ ପାଡ ରୂପରେ ମଧ୍ୟ କରା ଜୟୀ ପାଶରେ କାରଣ ବ୍ରଡ଼ବ୍ୟାଣ୍ଡ ଇଣ୍ଟେର୍ନେଟ ର ବ୍ୟାପକ ରୂପରେ ଉପଯୋଗ କରାଯିବ ପରେ ଅନ୍ୟ କମ୍ପୁଟର ର ବ୍ୟବଧାନ ପକାଇବାର ଗତିବିଧି ପାଇଁ ଏହାର ସୁରକ୍ଷିତ ଉପଯୋଗ ପାଇଁ ସୁରକ୍ଷିତ ରୂପ ରେ କାନଫିଗର କରିବା ସବୁ ନାଗରିକଙ୍କ ପାଇଁ ବହୁତ ମହତ୍ବପୂର୍ଣ |
ବ୍ରଡ଼ବ୍ୟାଣ୍ଡ ସୁରକ୍ଷା ବିପଦ :
- ଯେମିତି ବ୍ରଡ଼ବ୍ୟାଣ୍ଡ ଇଣ୍ଟେର୍ନେଟ କନେକଷଣ "ସବୁବେଳେ ଅନ " ଥାଏ , ଏହା ଜାଣିକରି ଦୁରୁପଯୋଗ କରାଯାଏ
- ଟରୋଜନ ଏବଂ ବୈକଡ଼ର
- ସେବା ମନାଥିବା
- ଆଉ ଏକ ହମଲା ପାଇଁ ମଧ୍ୟସ୍ଥ
- ଲୁଚିଥିବା ଫାଇଲ ଏକ୍ସଟନଶନ
- ଚାଟ କ୍ଲାଏଣ୍ଟ
- ପାକେଟ ସୂଂଘିବା
- ଡିଫୋଲ୍ଟ କାନଫିଗରେଶନ ଅତ୍ୟନ୍ତ ଅସୁରକ୍ଷିତ |
ବ୍ରଡ଼ବ୍ୟାଣ୍ଡ ଇଣ୍ଟେର୍ନେଟ ଏକସେସ ସୁରକ୍ଷିତ କରିବା ପାଇଁ ଦିଶାନିର୍ଦେଶ :
- ସବୁବେଳେ କାରଖାନାରେ ପ୍ରସ୍ତୁତ କର୍ତା ଙ୍କ ଦ୍ବାରା କୁହାଯାଇଥିବା ୱେବ୍ସାଇଟସ ରୁ ବ୍ରଡ଼ବ୍ୟାଣ୍ଡ ଡ୍ରାଇଭାର କୁ ଡାଉନଲୋଡ଼ କରନ୍ତୁ |
- ଫାରମ୍ଵାର (ଡ୍ରାଇଭାର କୋଡ଼ ) କୁ ନିୟମିତ ରୂପ ରେ ଆପଡ଼େଟ / ଆପଗ୍ରେଡ଼ କରନ୍ତୁ
- ସବୁବେଳେ ମୋଡେମ ସାଙ୍ଗରେ ନିର୍ମାତା ଦ୍ବାରା ଆପୂର୍ତ୍ତି କରାଯାଇଥିବା ପାବାର ଏଡ଼ାପଟାର ର ଉପଯୋଗ କରନ୍ତୁ |
- ଟର୍ମିନାଲ ଏଡ଼ାପଟାର ର ମାମଲା ରେ ମୋଡେମ ସୁନିଶ୍ଚିତ କରନ୍ତୁ କି ବ୍ରଡ଼ବ୍ୟାଣ୍ଡ ଲାଇନ ପାଇଁ ଫିଲ୍ଟର ସକ୍ଷମ କି | ଟ୍ରାନ୍ସମିଶନ ବେଳେ ଉତ୍ପନ୍ନ ଅନାବଶ୍ୟକ ଶବ୍ଦ କୁ ଫିଲ୍ଟର କରିବା ପାଇଁ |
- ଡିଫୋଲ୍ଟ ବ୍ୟବସ୍ଥାପକ ବଦଳାନ୍ତୁ (ପାସ୍ୱାର୍ଡ ଆଉ ଉପଭୋଗକର୍ତ୍ତା ନାମ): କେବଳ ଉପକରଣ ପର୍ଯ୍ୟନ୍ତ ଅଧିକୃତ ପହଂଚିବା ପାଇଁ ଅନୁମତି ଦେବା ପାଇଁ , ବ୍ରଡ଼ବ୍ୟାଣ୍ଡ ରାଉତର ମୋଡେମର ଡିଫୋଲ୍ଟ ବ୍ୟବସ୍ଥାପକ ବା ବ୍ୟବସ୍ଥାପକ ପାସ୍ୱାର୍ଡ କୁ ବଦଳାନ୍ତୁ , କାରଣ ଏହା ବିବରଣ ନିର୍ମାତା ଦ୍ବାରା ଦିଆଯାଇଥାଏ ଯାହା ସବୁ ମୋଡେମ ଏବଂ ସୂଚନା ପାଇଁ ସାମାନ୍ୟ ଅଟେ ଏବଂ କାହାର ବି ଦୁରୁପଯୋଗ ହୋଇପାରେ |
- ଉପକରଣ ପାଇଁ ସ୍ତାଟିକ ଆଇପୀ ଠିକଣା ନିର୍ଦିଷ୍ଟ କରନ୍ତୁ : ଡିଏଚସିପି ଟେକନିକ କୁ ସେଟଅପ କରିବା ସହଜ ହୋଇଥିବାରୁ , ଅଧିକାଂଶ ଘର ଉପଭୋଗକର୍ତ୍ତାଙ୍କୁ ଦାୟାନାମିକ ଆଇପୀ ଠିକଣା ଦିଆଯାଇଥାଏ | ଏହା ଆକ୍ରମଣକାର୍ତ୍ତାଙ୍କୁ ସାହାଯ୍ୟ କରିଥାଏ ଯାହା ଡିଏଚସିପି ପୂଲ ରୁ ସହଜରେ ବୈଧ ଠିକଣା ପ୍ରାପ୍ତ କରିପାରନ୍ତି | ସେଥିପାଇଁ ରାଉତର ବା ଏକସେସ ପୋଇଁଟରେ ଡିଏଚସିପି ବିକଳ୍ପ କୁ ବନ୍ଦ କରିଦିଅନ୍ତୁ ଏବଂ ଫିକ୍ସଡ଼ ଆଇପୀ ଠିକଣା ରେଞ୍ଜର ଉପଯୋଗ କରନ୍ତୁ |
- ମେକ ଠିକଣା ଫିଲ୍ଟରିଂ ସକ୍ଷମ କରନ୍ତୁ : ପ୍ରତ୍ୟେକ ଉପକରଣ ଏକ ଅଦ୍ଵିତୀୟ ମେକ ଠିକଣା ସାଥିରେ ପ୍ରଦାନ କରାଯାୟୀଥାଏ | ବ୍ରଡ଼ବ୍ୟାଣ୍ଡ ଏକସେସ ପୋଇଁଟ ଆଉ ରାଉତର ଏବଂ ଉପଭୋଗକର୍ତ୍ତା କୁ ଏକସେସ ପାଇଁ ଘରୋଇ ଉପକରଣର ମେକ ଠିକଣା କୁ ସଂଯୋଜିତ କରିବାର ବିକଳ୍ପ ପ୍ରଦାନ କରିଥାଏ | ଏହା କେବଳ ସେହି ଉପକରଣ ରେ କନେକଷଣର ଅନୁମତି ଦେବାର ସୁବିଧା ଦେଇଥାଏ |
- ବୈରଳେସ ସୁରକ୍ଷା ସକ୍ଷମ କରନ୍ତୁ : ମୋଡେମ ରାଉତର ବୈରଳେସ ସୁରକ୍ଷା କୁ ସମର୍ଥନ କରିଥାଏ | ଉପଭୋଗକର୍ତ୍ତା କୌଣସି ଏକ ପ୍ରଟୋକଲ ଏବଂ ଏକ ସୁରକ୍ଷା ଚାବି ର ଚୟନ କରିପାରନ୍ତି | ସମାନ ବୈରଳେସ ସୁରକ୍ଷା ପ୍ରଟୋକଲ ଏବଂ ସୁରକ୍ଷା ଚାବି କୁ କମ୍ପୁଟର ରେ ସକ୍ଷମ କରିବାକୁ ପଡିଥାଏ |
- (ସଂଗତ ) ୱ ପି / ବୈପ ଇନ୍କ୍ରିପଶନ ଚାଳୟ କରନ୍ତୁ : ସବୁ ୱାଇ-ଫାଇ ସକ୍ଷମ ମୋଡେମ / ରାଉତର ଇନ୍କ୍ରିପଶନ ପ୍ରୌଦ୍ୟୋଗୀକରଣ ର କିଛି ରୂପରେ ସମର୍ଥନ କରିଥାଏ , ଯାହା ସକ୍ଷମ କରିବାକୁ ପଡିଥାଏ
- ଡିଫୋଲ୍ଟ ଏସଏସ ଆଇଡି (ସେବା ସେଟ ପରିଚୟ ) ବଦଳାନ୍ତୁ : ସବୁ ଏକସେସ ପୋଇଁଟ ଏବଂ ରାଉତର ଏକ ନେଟବାର୍କ ନାମର ଉପଯୋଗ କରିଥାଏ ଯାହା ଏସ ଏସ ଆଇଡି ଆକ୍ରମଣକାରୀ ଦ୍ବାରା ନେଟବାର୍କ / କମ୍ପୁଟର ରେ ଦୁରୁପଯୋଗ କରାଯାଇପାରେ , ବୈରଳେସ ସୁରକ୍ଷା କୁ କାନଫିଗର କରିବା ସମୟରେ ଡିଫୋଲ୍ଟ ଏସ ଏସ ଆଇଡି କୁ ବଦଳାଇବା ଆବଶ୍ୟକ ହୋଇଥାଏ |
- ବ୍ରଡ଼ବ୍ୟାଣ୍ଡ ଇଣ୍ଟେର୍ନେଟ ସୁରକ୍ଷା ବିପଦରେ କମ୍ପୁଟର / ଲାପଟୋପ ର ସୁରକ୍ଷା ପାଇଁ ପ୍ରଭାବୀ ଏଣ୍ଡ ପୋଇଁଟ ସୁରକ୍ଷା ସମାଧାନ (ଏଣ୍ଟେଇ ଵାୟର୍ସ , ଏଣ୍ଟେଇ ସ୍ପାଇବାର , ଡେସ୍କଟପ ଫୈର୍ୱାଲ ଆଦି ସହିତ ) ର ଉପଯୋଗ କରନ୍ତୁ |
- ମୋଡେମ ରାଉତର ସାଙ୍ଗରେ କମ୍ପୁଟର ଉପରେ ଫୈର୍ୱାଲ କୁ ସକ୍ଷମ କରନ୍ତୁ : ବ୍ରଡ଼ବ୍ୟାଣ୍ଡ ମୋଡ଼ାମ ରାଉତର ରେ ବିଲଟି-ଇନ ଫୈର୍ୱାଲ ସୁବିଧା ଥାଏ , କିନ୍ତୁ ଏହି ବିକଳ୍ପ କୁ ସକ୍ଷମ କରିବାକୁ ପଡିଥାଏ | ବ୍ରଡ଼ବ୍ୟାଣ୍ଡ ମୋଡେମ ରେ ଜଡିତ କମ୍ପୁଟର କୁ ବି ଡେସ୍କଟପ ଫୈର୍ୱାଲ ସାଥିରେ ସଂରକ୍ଷିତ କରିବାର ଆବଶ୍ୟକତା ଥାଏ |
- ଉପଯୋଗ ନହୋଇଥିବା ବିସ୍ତାରିତ ଅବଧି ସମୟରେ ମୋଡେମ ବନ୍ଦ କରନ୍ତୁ : କୌଣସି ନେଟୱାର୍କ କୁ ବନ୍ଦ କରିବା ଦ୍ୱାରା ନିଶ୍ଚିତ ରୂପରେ ଅନଧିକୃତ ଲୋକଙ୍କୁ ନେଟୱାର୍କରେ ପଶିବାରୁ ବନ୍ଦ ରଖାଯାଇପାରିବ| କାରଣ ଉପକରଣ ଗୁଡିକୁ ବାର -ବାର ଚାଳୟ କରିବା ଆଉ ବନ୍ଦ କରିବା ବହୁତ ମୁଶ୍କିଲ , ସେଥିପାଇଁ ଏହା ୟାତ୍ରା ବା ବିସ୍ତାରିତ ଅଫ୍ଲାଇନ ଅବଧି ସମୟରେ କରାଯାଇପାରେ |
- ଇଉଏସ ବି ବ୍ରଡ଼ବ୍ୟାଣ୍ଡ ମୋଡ଼ାମ ର ମାମଲା ରେ , ଉପଯୋଗ ପରେ ଡିଭାଇସ କୁ ଡିସ୍କ କନେକଟ ଏବଂ ହଟାଇଦିଅନ୍ତୁ |
- ବ୍ରଡ଼ବ୍ୟାଣ୍ଡ ଇଣ୍ଟେର୍ନେଟ ବୈଂଡ଼ ବିଡିଥ ଉପଯୋଗ ନିଗରାନୀ ଉପକରଣ ସ୍ଥାପିତ କରନ୍ତୁ |
- ଭଲ ପ୍ରଶାସନ ପାଇଁ ଏସ ଏସ ଏଚ (ସୁରକ୍ଷିତ ଚାଇନାଲ ) ସକ୍ଷମ କରନ୍ତୁ |