ଇମେଲ ସାଇବର ଅପରାଧିଙ୍କର ପ୍ରିୟ ଉପକରଣ  | ଏହି ଅପରାଧୀ ମାନେ ବର୍ଷ ବର୍ଷ ଧରି ଏତେ ସବୁ କୌଶଳ ତିଆରି କରିଛନ୍ତି ଯାହା ଏତେ ପ୍ରଭାବଶାଳୀ ଯେ ଶୈବ ସୁରକ୍ଷା ବିଶେଷଜ୍ଞ ମାନେ ବି ଧରି ପାରୁ ନାହାନ୍ତି | ସାଇବର  ଅପରାଧୀ ସାମାଜିକ  ରୂପ  ରେ  ଇନ୍ଜୀନିୟର  ଇମେଲ ପଠାନ୍ତି | ଏହା ପ୍ରତ୍ୟକ୍ଷ ରେ ପ୍ରବନ୍ଧକ, ମିତ୍ର ମାନଙ୍କୁ , ଏବଂ ସ୍ୱାମୀ ସ୍ତ୍ରୀ ଙ୍କୁ ମଧ୍ୟ ଗୋଟିଏ ଲିଙ୍କ ପଠାଇ ସେଥିରେ ଆଟାଚ ହୋଇଥିବା ଡକ୍ୟୁମେଣ୍ଟ କୁ ଖୋଲିବା ପାଇଁ ପ୍ରବର୍ତାଇଥାଏ |  ବିଭିନ୍ନ  ପ୍ରକାର ର ଇମେଲ ଆକ୍ରମଣ ହୁଏ ଯାହା କି ଆମର ବ୍ୟବସାୟିକ ଇମେଲ ,ରନସମାବେୟାର, ବୈଂକିଙ୍ଗ  ଟାର୍ଜନ, ଫିସିଙ୍ଗ , ସୋସିଆଲ  ଇନ୍ଜୀନିୟରିଂ , ସୂଚନା -ଚୋରୀ , ମଲବେୟାର   ଆଉ  ସ୍ପାମ   ମଧ୍ୟ ଥାଏ | ସାଇବର  ଅପରାଧୀ  ଇମେଲ ଜରିଆରେ ମହିଳା  ଙ୍କୁ  ଆକର୍ଷକ  ଉପାଧି ସହ   ଲକ୍ଷ୍ୟ ବନାନ୍ତି |   ସୁରକ୍ଷା  ପେଶାବର ମାନଙ୍କ  ଆଗରେ  ରହିବାର ଚେଷ୍ଟା ରେ  ଆକ୍ରମଣ ର ନୂଆ ନୂଆ ଟେକନିକ  ବିକାଶିତ ହେଉଛି | କିନ୍ତୁ ବହୁତ ମହିଳା ମାନଙ୍କୁ ନକଲି ଇମେଲ ଦ୍ୱାରା ଉପହାର ବା ଧମକ ଭରା ସନ୍ଦେଶ ଆସେ | ମହିଳାମାନଙ୍କ ଖିଲାଫ ରେ ସାଇବର ବିପଦ ରୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ଉପାୟ ବାହାର କରିବା ପାଇଁ ଚେଷ୍ଟା କରିବା ଉଚିତ | ଆସନ୍ତୁ ସେଇ  ବିଭିନ୍ନ ଉପାୟ ଗୁଡିକ କୁ ପରୀକ୍ଷା କରିବା ଯାହା ଦ୍ୱାରା ଇମେଲ ସାହାଯ୍ୟ ରେ ଆକ୍ରମଣ ହୋଇପାରିବ |

ଇମେଲ ବିପଦ ର ବିଭିନ୍ନ ଉପାୟ

ଦୁର୍ଭାବନାପୂର୍ଣ  ଆଟାଚମେଣ୍ଟ 

ଦୁର୍ଭାବନାପୂର୍ଣ  ଇମେଲ  ଆଟାଚମେଣ୍ଟ  କର୍ପୋରେଟ  ସୁରକ୍ଷା  ପାଇଁ  ଏକ  ବିପଦପୂର୍ଣ୍ଣ ଆଶଙ୍କା | ଦସ୍ତାବେଜ , ଧ୍ବନି  ମେଲ , ଇ -ଫୈକ୍ସ ଅଥବା ପୀଡିଇଏଫ  ରୂପରେ  ଦୁର୍ଭାବନାପୂର୍ଣ  ଇମେଲ  ଆଟାଚମେଣ୍ଟ  ଖୋଲିଲେ  ପୀଡିତଙ୍କ  କମ୍ପୁଟର  ଉପରେ ଆକ୍ରମଣ କରିବା ପାଇଁ ବନହେଇଥାଏ |

ଏହି ପ୍ରକାରର  ଆଟାଚମେଣ୍ଟ କୁ ଖୋଲିଲେ   ଦୁର୍ଭାବନାପୂର୍ଣ  କୋଡ଼  ଆପଣକ ସିଷ୍ଟମ  ରେ  ଡାଉନଲୋଡ଼  ହେଇଯିବ ଏବଂ  ଆପଣକ ସିଷ୍ଟମ   କୁ  ସଂକ୍ରମିତ  କରିଦେବା |

  • ଏହି ସବୁ ଆଟାଚମେଣ୍ଟ ଖୋଲିବା ପୂର୍ବରୁ ଏହା କୁ ସ୍କାନ କରନ୍ତୁ |
  • ଅଜଣା ବ୍ୟକ୍ତିଙ୍କ ଠାରୁ ଇମେଲ ରେ ଆସିଥିବା ଲିଙ୍କ କୁ କ୍ଲିକ କରନ୍ତୁ ନାହିଁ

ଡବଲ  ଏକ୍ସଟନଶନ

ଫାଇଲ ଉପଲୋଡ଼ ବୈଧକରଣକୁ ବାଇପାସ କରି  ଆକ୍ରମଣକାରୀ ଡବଲ  ଏକ୍ସଟନଶନ କୁ ଅପବ୍ୟବହାର କରି ଏପ୍ଲିକେଶନ ଫାଇଲ ଏକ୍ସଟନଶନ  ରୁ ଫାଇଲ ନାମ ଟି କାଢି ଡଟ ଷ୍ଟ୍ରରିଙ୍ଗ କୁ ବାହାରକରି ଦିଅନ୍ତି |  ଫାଇଲ ନାମ  ପି ଏଚ ପି ୧୨୩  ନାମକ ଏକ ଫାଇଲ ରୂପ ରେ ଵ୍ୟାଖ୍ୟାନ କରାଯାଇ ତାହା ଚାଲ ଯାଏ | ଶ୍ବେତସୂଚୀ  ଦୃଷ୍ଟିକୋଣ  ସହିତ  ଫାଇଲ  ଅପଲୋଡ଼  ଫୋରମ୍ରେ  ର ଉପିୟୋଗ କରନ୍ତୁ |  ଏହି  ଦୃଷ୍ଟିକୋଣ  ସାଙ୍ଗରେ , କେବଳ  ଏକ    ସ୍ଵୀକୃତି ପ୍ରାପ୍ତ  ଫାଇଲ  ଏକ୍ସଟନଶନ  ସହିତ  ମେଳ ଖାଇଲା ଭଳିଆ  ଫାଇଲ  କୁ  ଅନୁମତି  ଦିଆଯିବ|

ନକଲି ଇମେଲ

କେବେ କେବେ ଇମେଲ ଫାରଜୀ ଇମେଲ ଠିକଣା ଯେମିତି ସର୍ଭିସେସ @ଫେସବୂକ .କମ ସାଙ୍ଗରେ ଆଟାଚମେଣ୍ଟ ଦ୍ୱାରା ପ୍ରାପ୍ତ ହୋଇଥାଏ |
ଏହାର ନାଁ ହେଉଛି "ଫେସବୂକ_ପାସୱର୍ଡ _4chf91.ଜ଼ିପ ଆଉ ଫେସବୂକ_ପାସୱର୍ଡ _4chf91aixai ଫାଇଲ ଆସି ଥାଏ ", ଯେଉଁ ଇମେଲ ଏହା କହି ଥାଏ , ଏବଂ ଉପଭୋକ୍ତା ଙ୍କୁ ନୂଆ ଫେସବୂକ ପାସୱର୍ଡ କୁ ରଖିବାକୁ କହି ଥାଏ | ଉପଭୋକ୍ତା ଫାଇଲ ଡାଉନଲୋଡ଼ ଯଦି କରନ୍ତି ତେବେ ତାଙ୍କ , କମ୍ପ୍ୟୁଟର ରେ ଅସୁବିଧା ସୃଷ୍ଟି ହୁଏ ଏବଂ ଦୁର୍ଭାବନାପୂର୍ଣ ସଫ୍ଟୱାର ଦ୍ୱାରା ସଂକ୍ରମିତ ହୋଇଥାନ୍ତି |

  • ସବୁବେଳେ ଇମେଲ କେଉଁଠୁ ଆସିଛି ତାର  ଯାଞ୍ଚ  କରନ୍ତୁ ଏବଂ ପୁଷ୍ଟି  କରନ୍ତୁ |  ପ୍ରୟତ୍ତ କେବେ ସର୍ଭିସ ଦେଲା ଲୋକ ଆପଣଙ୍କୁ ଆପଣକ ପାସୱର୍ଡ ପଚାରିବ ନାହିଁ କିମ୍ବା ତାହା ବଦଳାଇବାକୁ କହିବା ନାହିଁ |
  • ଯଦି ଆପଣ ଆପଣଙ୍କ ବ୍ୟାଙ୍କ ବା ବିତ୍ତ୍ୟ ସଂସ୍ଥାନ ରୁ ଇମେଲ ବା ଟେକ୍ସଟ ଆଲର୍ଟ ର ସଦସ୍ୟତା ନେଉଛନ୍ତି ତେବେ ଆପଣଙ୍କୁ କଣ ପ୍ରକାରର ସନ୍ଦେଶ ଆସିବ ତାହା ଜାଣିବା ଜରୂରୀ ଏବଂ କଣ ନିୟମ ବିରୁଦ୍ଧ ତାହା ମଧ୍ୟ ଜାଣିବା ଉଚିତ |

ସ୍ପାମ ଇମେଲ

ସ୍ପମେରର୍ସ ଙ୍କୁ ସମାଚାର ସମୂହ , ବେଈମାନ ୱେବ ସାଇଟ ଓପରଟର୍ସ ଙ୍କ ପାଖରୁ ଠିକଣା ମିଳିଥାଏ ଯାହା ସେମାନେ ତାଙ୍କ ଠାରୁ କିଣିଥାନ୍ତି | ଏମାନେ ଖାଲି ଇମେଲ ର ଅନୁମାନ ଲଗାଇ ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି | ସ୍ପାମ ସନ୍ଦେଶ ଆପଣକ ଇନବୋକ୍ସ ବା ଆପଣଙ୍କ ଇମେଲ ର ବାତାବେଶ କୁ ଭରିଦେଇଥାଏ | ସ୍ପାମ ରେ ଇମେଲ ଦ୍ୱାରା ବିଭିନ୍ନ ଲୋକଙ୍କୁ ପଠାଯାଇଥିବା ସନ୍ଦେଶ ସହ ସମାନ ଥାଏ | କେବେ କେବେ ସ୍ପାମ ଇମେଲ ବିଜ୍ଞାପନ ସାଙ୍ଗରେ ଆସେ ଏବଂ ଏଥିରେ ଭାଇରସ ଥାଏ | ଏମିତି ଇମେଲ ଖୋଲିବା ଦ୍ୱାରା ଆପଣଙ୍କ ସିସ୍ଟିଏମ ସଂକ୍ରମିତ ହୋଇଥାଏ ଏବଂ ଆପଣଙ୍କ ଇମେଲ କୁ ସ୍ପାମ ଶୁଚି ରେ ରଖିଥାନ୍ତି | ସ୍ପାମ ନେଟୱର୍କ ରେ ଭିଡ ଜମାଇ ଦିଅନ୍ତି ଏବଂ ଏହା ଭିତରେ ମାଲ୍ବାର ବି ଥାଏ |

  • ଗୋଟିଏ ଭଲ ଇମେଲ ଫିଲ୍ଟର ର ଉପଯୋଗ କରନ୍ତୁ : ଏହା ଆପଣଙ୍କୁ ସାଇବର ବିପଦରୁ ରକ୍ଷା କରିବ |
  • ସ୍ପାମ ଇମେଲ କୁ ସବୁବେଳେ ଉପେକ୍ଷା କରନ୍ତୁ ବା ହଟାଇଦିଅନ୍ତୁ |
  • କେବେ ବି ଗୋଟିଏ ସ୍ପାମ ଇମେଲ କୁ ପ୍ରତିଉତ୍ତର ଦିଆନ୍ତୁନ ନାହିଁ | ଏହା କେବଳ ସ୍ପାମର କୁ  ପୁଷ୍ଟି କରିଥାଏ ଯେ ଆପଣଙ୍କ ଇମେଲ ଟି ଠିକ ଅଛି |

ଫିସିଙ୍ଗ ଇମେଲ

ଏହା ଏକ ବହୁତ ପ୍ରାମାଣିକ ଦେଖାଯାୟ ଏବଂ ଏହା ଭିତରେ ଗ୍ରାଫିକ୍ସ ଏବଂ ଲୋଗୋ ମଧ୍ୟ ଥାଏ ଯେମିତି ସେଇଟା ଆପଣଙ୍କ ବ୍ୟାଙ୍କ ରୁ ଆସିଛି | ଏଥିରେ ମଧ୍ୟ ଗୋଟିଏ ଲିଙ୍କ ଥିବା ଯାହା ଆପଣଙ୍କୁ ଆପଣଙ୍କ ବ୍ୟାଙ୍କ ର ୱେବ ସାଇଟ କୁ ନେଇଯିବା | ଯଦି ଏଥିରେ ଆପଣ କିଛି ବି ବ୍ୟକ୍ତିଗତ ସୂଚନା ନ ଦେଉଛନ୍ତି କିନ୍ତୁ ଲିଙ୍କ କୁ କ୍ଲିକ କରିଲା ମାତ୍ରେ ଆପଣଙ୍କ କମ୍ପୁଟର ତଥ୍ୟ ସବୁ ମାଲ୍ବାର ଦ୍ୱାରା ସଂକ୍ରମିତ କରିଥାଏ | କେବେ କେବେ ଇମେଲ ଆପଣାନଙ୍କୁ ଅଜଣା ଉପୟୋଗକର୍ତ୍ତା ଦ୍ୱାରା ଉପହାର, ଲଟେରୀ , ପୁରସ୍କାର ପ୍ରଦାନ , କରିବ କଥା ଲେଖା ହୋଇଥାଏ | ଏହା ସବୁ ନିଃଶୁଳ୍କନହେଇଥାଏ ଏବଂ ଆପଣଙ୍କ ବ୍ୟକ୍ତିଗତ ସୂଚନା କୁ ଉପହାର ସ୍ଵୀକାର କରିବ ପାଇଁ କହି ପରେ ଅଥବା ଲଟେରୀ କୁ ଦାବୀ କରିବାକୁ ଟଙ୍କା ମାଗି ପରେ | ଆପଣଙ୍କ ବ୍ୟକ୍ତିଗତ ସୂଚନା କୁ ଫସାଇବାର ଉପାୟ |

  • ଇମେଲ ରେ ବ୍ୟାକରଣ ସମ୍ବନ୍ଧୀୟ ତ୍ରୁଟି କୁ ଦେଖନ୍ତୁ 
  • ସବୁବେଳେ ଅଜ୍ଞାତ ଉପୟୋଗକର୍ତ୍ତା ଙ୍କ ଦ୍ୱାରା ଦିଆଯାଉଥିବା ଉପହାର କୁ ଉପେକ୍ଷା କରନ୍ତୁ |

ହକସଏସ

ହକସ ବ୍ୟକ୍ତି କୁ କିଛି ବିଶ୍ୱାସ କରେଇବାର ଚେଷ୍ଟା କରେ ଯାହା ସତ ର ରୂପ ନିଏ କିନ୍ତୁ ତାହା ଭୂଲ ହୋଇଥାଏ | ଏହା ଉପୟୋଗକର୍ତ୍ତା ମାନଙ୍କ ଭିତରେ ଜାଣିଶୁଣି ଭୟ , ସନ୍ଦେହ ବିସ୍ତାର କରିବ ପାଇଁ ଚେଷ୍ଟା କରିଥାନ୍ତି |

  • ଇମେଲ ସନ୍ଦେଶ ସ୍ପଷ୍ଟ ଭାବରେ ସ୍ଥାନାନ୍ତରିତ କରାଯାଏ | ସେଥିପାଇଁ ଇମେଲ ପଠେଇବା ପୂର୍ବରୁ ଇମେଲ ସନ୍ଦେଶ କୁ ଇନ୍କ୍ରିପ୍ଟ କରିବ ପାଇଁ ପୀଜୀପୀ (ବହୁତ ଭଲ ଗୋପନୀୟତା ) ଯେମିତି କି କିଛି ଇନ୍କ୍ରିପ୍ଟ ସଫ୍ଟୱେର ର ଉପଯୋଗ କରିବ ଉଚିତ | ତାହେଲେ ଏହା କିଛି ନିର୍ଦିଷ୍ଟ ପ୍ରାପ୍ତକରତ ଙ୍କ ଦ୍ୱାରା ହିଁ ଡିକ୍ରିପ୍ଟ ହେଇପାରିବ |

ଗୋଟିଏ ଇମେଲ ସର୍ବର କୁ ଗୋଟିଏ ବେକାପ ସର୍ବର ବନେଇ ରଖ ଯାଏ | ତେଣୁ ସବୁ ସନ୍ଦେଶ ସ୍ପଷ୍ଟ ପାଠ ରୂପ ରେ ସଂଗ୍ରହ ହୋଇଥାଏ | ଏହା ଦ୍ୱାରା ଆପଣଙ୍କ ମେଲବକ୍ସକ୍ସ ରୁ ହଟାଇ ଦିଆଯାଇଥିବାରୁ ବେକାପ ରଖିବା ଵାଲାଙ୍କ ଦ୍ୱାରା ସବୁ ସୂଚନା ଦେଖିବାର ଗୋଟିଏ ମଉକା ଥାଏ | ସେଥିପାଇଁ ବ୍ୟକ୍ତିଗତ  ସୂଚନା ଇମେଲ ମାଧ୍ୟମ ରେ ଦେବା ଉଚିତ ନୁହଁ |

ସବୁଠାରୁ ପ୍ରଭାବ ଶାଳୀ ନିବାରଣ କରିବାର ରଂବନୀତି ହେଲା ଇମେଲ ସୁର୍ଖ ଉପରେ ନିଜ ସଂଗଠନ ଭିତରେ ନିଜେ ଏବଂ ଅନ୍ୟଙ୍କୁ ଶିକ୍ଷିତ କରନ୍ତୁ | ଗୋଟିଏ  ସମ୍ବେଦନଶୀଳ ଇମେଲ ଉପୟୋଗକର୍ତ୍ତା ବନନ୍ତୁ ତାହେଲେ ସବୁ ସଂଘର୍ଷ ରୁ ବଂଚିପାରିବେ |

Page Rating (Votes : 0)
Your rating: