ବର୍ତମାନ ଯୁଗ ରେ ଯେଉଁଠି ଇଣ୍ଟରନେଟ ର ଉପଯୋଗ ପ୍ରତ୍ୟେକ ବ୍ୟକ୍ତି ଙ୍କ ଜୀବନ ରେ ଚବିଶ ଘଣ୍ଟା ହାଇଥାଏ , ଯେଉଁଠି ବ୍ୟକ୍ତିୟଙ୍କର ଭିତରେ ସଂଚାର ସାଇବର ସ୍ପେସ ରେ ହୁଏ | ଏହା ଇଣ୍ଟରନେଟ ନିଶା ଅବ୍ୟବସ୍ଥା (ଆଇ ଏ ଦି ), ବା ଅଧିକ ଇଣ୍ଟରନେଟ ର ପ୍ରୟୋଗ | ସମସ୍ୟାଗ୍ରସ୍ତ କୋମ୍ପୁଟର / ସ୍ମାର୍ଟ ଫୋନ ର ଉପଯୋଗ ରେ ସମାପ୍ତ ହୋଇପାରିବ | ଇଣ୍ଟେର୍ନେଟ ର ନିଶା କୁ କୌଣସି ଅନଲାଇନ ସମ୍ବନ୍ଧିତ ବାଧ୍ୟକାରୀ ବ୍ୟବହାର ର ରୂପ ରେ ପରିଭାଷିତ କରାଯାଇଥାଏ ଯାହା ସାମାନ୍ୟ ଜୀବନ ରେ ହସ୍ତକ୍ଷେପ କରେ ଆଉ ପାରିବାରିକ, ସାଙ୍ଗ , ପ୍ରିୟଜନ ଆଉ କାମ ର ଜାଗା ରେ ଗମ୍ଭୀର ଅଶାନ୍ତି ର କାରଣ ବନି ଥାଏ | ଏହାଦ୍ୱାରା ଇଣ୍ଟରନେଟ ଉପରେ ନିର୍ଭରତା ଆଉ ଇଣ୍ଟରନେଟ ଉପରେ ନିର୍ଭରଶୀଳ.
ଇଣ୍ଟରନେଟ ଉପଯୋଗ କୁ ଟ୍ରିଗର କରିବା ର କାରକ :
ବୋର ହେବ / ଅବସାଦ :
ବୋର ହେବ ସହ ପୀଡିତ ଅକେଲା ମହିଳା ସୋସିଆଲ ମେଡିଆ ରେ ମୁଖ୍ୟ ରୂପ ରେ ଇଣ୍ଟରନେଟ ର ଆଦତ ପଡ଼ିଯାଏ | ସେମାନେ ନିଜର ଷ୍ଟେଟ୍ସ ଉପରେ ନୂଆ ଉପଡେଟ କରିବା ପାଇଁ ଆପଣ ସୋସିଆଲ ମେଡିଆ ପ୍ରୋଫାଇଲ ର ଯାଞ୍ଚ କରନ୍ତି ଏବଂ ଅନ୍ୟଙ୍କର ଷ୍ଟେଟ୍ଷ୍ ର ଲାଇକ ର ସଂଖ୍ୟା ଆଉ ସେଆର ବି କରନ୍ତି | ଏହା ଏକ ବ୍ୟକ୍ତି ପାଇଁ ପାଗଳ ହୋଉଯାନ୍ତି ଏବଂ ତାଙ୍କର ମାନସିକ aur ଶାରୀରିକ ସ୍ବାସ୍ଥ୍ୟ କୁ ବି ପ୍ରଭାବିତ କରିଥାଏ i
ମାନସିକ ଚିନ୍ତା ଆଉ ପଲାୟନବାଦ :
ବହୁତ ମହିଳା ଯିଏ ଅଫିସ ରେ ବା ପାରିବାରିକ ଜୀବନ ରେ ଚିନ୍ତା ରେ ରହନ୍ତି , ସେମାନେ ନିଜର ଚିନ୍ତା କୁ ଦୂର କରିବା ପାଇଁ ଇଣ୍ଟରନେଟ ଉପରେ ନିର୍ଭର ରହନ୍ତି ଆଉ ଏହି ଚିଂତାପୂର୍ଣ ସ୍ଥିତି ରେ ଛୁଟକାରା ପାଇବା ପାଇଁ ଏକ ସହଜ ଉପାୟ ବୋଲି ଭାବନ୍ତି |
ଇଣ୍ଟରନେଟ ସହ ସମ୍ବନ୍ଧିତ ଗତିବିଧି
ସୋସିଆଲ ମେଡିଆ :
ପ୍ରାୟତ୍ତ ମହିଳା ମାନେ ସୋସିଆଲ ମେଡିଆ ପାଇଁ ପାଗଳ | ଏମାନଙ୍କ ମଧ୍ୟରେ ଅଧିକାଂଶ ନିଜର ସୋସିଆଲ ମେଡିଆ ପ୍ରୋଫାଇଲ ର ଯାଞ୍ଚ କରିକି ବା ନକଲି ଫୋଟୋ କୁ ଉପଡେଟ କରିକି ନିଜର ଦିନ ଆରମ୍ଭ କରନ୍ତି ଯାହା ବର୍ତମାନ ର ମୁଖ୍ୟ ପ୍ରବୃତ୍ତି| ନିଜର ଜୀବନ ର ପ୍ରତ୍ୟେକ ସେକଣ୍ଡ କୁ ସୋସିଆଲ ମେଡିଆ ରେ ପ୍ରୋଜେକ୍ଟ କରିବା ଆଉ ପୋଷ୍ଟ ରେ ଅଧିକ ରୁ ଅଧିକ ଲାଇକ ଆଉ ଶେୟାର ପ୍ରାପ୍ତ କରିବା | ଏମାନେ ଙ୍କ ଭିତରେ ମହିଳା ଶୈବର ଦୁନିୟା ରେ ବର୍ତମାନ ପରିଦର୍ଷ୍ୟ କୁ ଦେଖନ୍ତି |
ଅନଲାଇନ ଶପିଂ :
ମହିଳାଙ୍କ ଜୀବନ ରେ ଖରୀଦାରୀ ସବୁଠାରୁ ଅଗ୍ରାହ୍ୟ ଜିନିଷ | ଅନଲାଇନ ଶପିଂ ମହିଳାଙ୍କ ପାଇଁ ବିକଳ୍ପରେ ଭରା ଦୁନିୟା ଖୋଲି ଦେଇଛି | ସେମାନେ ଅଲଗା ଅଲଗା ଅନଲାଇନ ଶପିଂ ପୋର୍ଟାଲ ରେ ଅଲଗା ଅଲଗା ଉତ୍ପାଦନ ର ଖୋଜ କରିଥାନ୍ତି କିଣନ୍ତୁ ବା ନ କିଣନ୍ତୁ | ଏମାନଙ୍କ ଭିଆର ଅଧିକାଂଶ କୁ ଇଣ୍ଟରନେଟ ରେ ବିତାଇଥିବା ସମୟ ରେ କାମ କରିବା ବି କଷ୍ଟ ଲାଗେ |
ଅନଲାଇନ ଗେମିଙ୍ଗ :
ମହିଳାଙ୍କର ଏକ ଛୋଟ ବର୍ଗ ଯିଏ ଅନଲାଇନ ଗେମିଙ୍ଗ ର ଅଧୀନରେ | ଅଧିକାଂଶ ମହିଳା ବାସ୍ତବିକ ଦୁନିୟା ରେ ସାମାଜିକକରଣ ଛଡ଼ା ଅନଲାଇନ ଗେମିଙ୍ଗ ରେ ଆପଣଙ୍କର ଖାଲୀ ସମୟ କୁ ବ୍ୟତୀତ କରନ୍ତି |
ଅନଲାଇନ ଚାଟିଙ୍ଗ :
ସମସ୍ତେ ଚାଟିଙ୍ଗ ର ଉପଯୋଗ କରନ୍ତି | କିନ୍ତୁ କିଛି ଚାଟ କରିବା ବନ୍ଦ କରନ୍ତି ନାହିଁ | ଏଥିରେ କୌଣସି ପ୍ରକାର ର ଚାଟିଙ୍ଗ ରେ ଶାମିଲ ହୁଅନ୍ତି | ଅଧିକାଂଶ ସମୟରେ ମହିଳାମାନେ ସାମାଜିକ ସମ୍ବନ୍ଧ ରୁ ହାତୀ ଯାନ୍ତି କାରଣ ଏମାନଙ୍କୁ ଆଭାସୀଦୁନିୟା ରେ ଅଧିକ ଆନନ୍ଦ ମିଳିଥାଏ |
ଇଣ୍ଟରନେଟ ନିଶା ର ପରିଚୟ କେମିତି କରିବା ?
ସ୍ମାର୍ଟ ଫୋନ ର ଉପଯୋଗ ଯେଉଁମାନେ କରନ୍ତି ସମୟ ଭଲ କରିବା ର ଉତ୍ସାହ ର ଭାବନା ରଖିବା
- ଗତିବିଧି କୁ ରୋକିବା ପାଇଁ ଅସମର୍ଥତା
- ସ୍ମାର୍ଟ ଫୋନ ଉପରେ ଅଧିକ ରୁ ଅଧିକ ସମୟ ଦେବା
- ପରିବାର ଆଉ ଦୋସ୍ତି ର ଉପେକ୍ଷା
- କୋମ୍ପୁଟର ନଥିଲେ ଖାଲୀ , ଉଦାସ ଆଉ ଚିଡଚିଡା ଲାଗିବା
- ଗତିବିଧି ବିଷୟରେ ପରିବାର ଆଉ ସାଙ୍ଗ ମାନଙ୍କୁ ମିଛ କହିବା
- ସ୍କୂଲ ବା କାମ ସାଙ୍ଗରେ ସମସ୍ୟା
ଯେତେବେଳେ ଆପଣଙ୍କର ଇଣ୍ଟରନେଟ ର ଆଦତ ପଡ଼ିଯାଏ ଏହା ଆପଣଙ୍କର ଜୀବନ କୁ ବିଭିନ୍ନ ସାଇବର ବିପଦ ଆପଣଙ୍କର ଶାରୀରିକ ଆଉ ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡିବ |
ଇଣ୍ଟରନେଟ ର ନିଶା ରୁ କେମିତି ବଂଚିବେ
- ନିଜର ଇଣ୍ଟରନେଟ ଉପଯୋଗ ସମୟ ସୀମା ନିର୍ଧାରଣ କରନ୍ତୁ |
- ଏକ ଆପ ଇନଷ୍ଟଲ କରନ୍ତୁ ଯାହା ସେଲ ଫୋନ / ଇଣ୍ଟରନେଟ ର ଉପଯୋଗ କୁ ଟ୍ରାଇକ କରିବା ଆଉ ଏହା ଦିନ -ପ୍ରତିଦିନ କମ କରିବା ର ଯୋଜନା ବନାଇବା |
- ଏହା ଛଡ଼ା ଆପଣ ଲମ୍ବା ସମୟ ପର୍ଯ୍ୟନ୍ତ ଇଣ୍ଟରନେଟ ର ଉପଯୋଗ କରିବା ପାଇଁ ପ୍ରତିବନ୍ଧନ କରିବା ପାଇଁ ନିଜ ସାଙ୍ଗ / ପରିବାର ଙ୍କର ସାହାଯ୍ୟ ନେଇପାରନ୍ତି |
- କୋମ୍ପୁଟର ଗେମ ର ସ୍ଥାପନ ରଦ୍ଧ କରନ୍ତୁ , ଆଉ କମ ସେ କମ ଏକ ବା ଦୁଇ ମାସ ପର୍ଯ୍ୟନ୍ତ ସାମାଜିକ ନେଟୱାର୍କ ଆଉ ଅନ୍ୟ ମନୋରଞ୍ଜକ ୱେବ ଗତିବିଧି ଠାରୁ ଦୂର ରହିବାକୁ ଚେଷ୍ଟା କରନ୍ତୁ |
- ଇଣ୍ଟରନେଟ ବ୍ରାଉଜ଼ଇଂ ପାଇଁ ସମୟ ନିର୍ଧାରିତ କରନ୍ତୁ , କିନ୍ତୁ ବେଶୀ କରନ୍ତୁ ନାହିଁ |
- ପଢିବା , ବ୍ରାଉଜ଼ କରିବା , ଭୀଡିୟୋ ଦେଖିବା , ଇମେଲ କୁ ଲାପଟୋପ କୁ ପଠେଇବା ଭଳି ଗତିବିଧି ବଦଳ୍ନତୁଁ |
- ଏପିଲିକେଶନ ଆଉ ଇମେଲ ସୂଚନା କୁ ବନ୍ଦ କରନ୍ତୁ |
- ନିଶା ଲାଗିଲା ଭଳି ୱେବସାଇଟ ରୁ ଦୂର ରେ ରହିବାକୁ ଚେଷ୍ଟା କରନ୍ତୁ |
- ବିଷୟ /ଚାକିରୀ ସମ୍ବନ୍ଧିତ ପୁସ୍ତକ / ପତ୍ରିକା ପଢିବା ପାଇଁ ସବୀଚ କରନ୍ତୁ | ଏହା ଦ୍ୱାରା ଆପଣଙ୍କ ପଢିବା ଆଦତ ବଢିବା |
- ଯଦି ଆପଣ ଇଣ୍ଟରନେଟ ରେ ନାହାନ୍ତି ତ ପଇସା ବିଷୟରେ ଭାବନ୍ତୁ |
- ଏହି କାରଣ ର ଏକ ସୂଚୀ ବନାନ୍ତୁ କି ଯଦି ଆପଣ ଇଣ୍ଟରନେଟ ର କମ ଉପଯୋଗ କରନ୍ତି ତ ଆପଣ କାହିଁକି ଖୁଶିରେ ରହିବେ |
- ଶୋଇବାଘରୁ ଇଣ୍ଟରନେଟ ସକ୍ଷମ ଉପକରଣ କୁ ହଟାଇ ଦିଅନ୍ତୁ |
- ଆପଣ ଶୋଇବା ର ତରିକା କୁ ନିୟମିତ କରନ୍ତୁ | ବହୁତ ଲୋକ ଇଣ୍ଟରନେଟ ପାଇଁ ନିଜର ନିଦ ହରାନ୍ତି | ଏବଂ ନିଜର ଶୋଇବାର ତରିକା କୁ ଗଡବଡ କରିଦିଏ | ଏହା ଆପଣଙ୍କ ପାଇଁ ଫାୟଦା ହେବ କାରଣ ଆପଣ ଅଧିକ ସଂଗଠିତ ଆଉ ଆତ୍ମ ଅନୁଶାସିତ ହୋଇଯିବେ |