ବର୍ତମାନ  ଯୁଗ  ରେ ଯେଉଁଠି  ଇଣ୍ଟରନେଟ  ର  ଉପଯୋଗ  ପ୍ରତ୍ୟେକ  ବ୍ୟକ୍ତି ଙ୍କ  ଜୀବନ  ରେ ଚବିଶ  ଘଣ୍ଟା  ହାଇଥାଏ , ଯେଉଁଠି ବ୍ୟକ୍ତିୟଙ୍କର  ଭିତରେ  ସଂଚାର  ସାଇବର  ସ୍ପେସ  ରେ ହୁଏ | ଏହା  ଇଣ୍ଟରନେଟ ନିଶା ଅବ୍ୟବସ୍ଥା  (ଆଇ ଏ ଦି ), ବା  ଅଧିକ ଇଣ୍ଟରନେଟ ର ପ୍ରୟୋଗ | ସମସ୍ୟାଗ୍ରସ୍ତ  କୋମ୍ପୁଟର  / ସ୍ମାର୍ଟ  ଫୋନ  ର  ଉପଯୋଗ  ରେ  ସମାପ୍ତ  ହୋଇପାରିବ | ଇଣ୍ଟେର୍ନେଟ  ର ନିଶା  କୁ  କୌଣସି  ଅନଲାଇନ  ସମ୍ବନ୍ଧିତ  ବାଧ୍ୟକାରୀ  ବ୍ୟବହାର ର  ରୂପ ରେ  ପରିଭାଷିତ  କରାଯାଇଥାଏ ଯାହା  ସାମାନ୍ୟ  ଜୀବନ  ରେ ହସ୍ତକ୍ଷେପ  କରେ ଆଉ ପାରିବାରିକ,  ସାଙ୍ଗ , ପ୍ରିୟଜନ  ଆଉ  କାମ ର ଜାଗା  ରେ  ଗମ୍ଭୀର  ଅଶାନ୍ତି ର  କାରଣ  ବନି ଥାଏ |  ଏହାଦ୍ୱାରା  ଇଣ୍ଟରନେଟ  ଉପରେ ନିର୍ଭରତା  ଆଉ  ଇଣ୍ଟରନେଟ ଉପରେ  ନିର୍ଭରଶୀଳ.

ଇଣ୍ଟରନେଟ  ଉପଯୋଗ  କୁ  ଟ୍ରିଗର କରିବା ର  କାରକ :

ବୋର ହେବ / ଅବସାଦ :

ବୋର ହେବ ସହ  ପୀଡିତ ଅକେଲା  ମହିଳା ସୋସିଆଲ  ମେଡିଆ  ରେ  ମୁଖ୍ୟ  ରୂପ  ରେ  ଇଣ୍ଟରନେଟ  ର ଆଦତ ପଡ଼ିଯାଏ |  ସେମାନେ ନିଜର  ଷ୍ଟେଟ୍ସ  ଉପରେ  ନୂଆ ଉପଡେଟ କରିବା ପାଇଁ  ଆପଣ  ସୋସିଆଲ  ମେଡିଆ ପ୍ରୋଫାଇଲ  ର ଯାଞ୍ଚ କରନ୍ତି ଏବଂ ଅନ୍ୟଙ୍କର ଷ୍ଟେଟ୍ଷ୍ ର ଲାଇକ ର ସଂଖ୍ୟା ଆଉ ସେଆର ବି କରନ୍ତି | ଏହା ଏକ  ବ୍ୟକ୍ତି  ପାଇଁ  ପାଗଳ ହୋଉଯାନ୍ତି  ଏବଂ ତାଙ୍କର ମାନସିକ  aur ଶାରୀରିକ  ସ୍ବାସ୍ଥ୍ୟ  କୁ ବି  ପ୍ରଭାବିତ  କରିଥାଏ i

ମାନସିକ ଚିନ୍ତା  ଆଉ  ପଲାୟନବାଦ :

ବହୁତ  ମହିଳା ଯିଏ  ଅଫିସ ରେ  ବା  ପାରିବାରିକ  ଜୀବନ  ରେ ଚିନ୍ତା ରେ  ରହନ୍ତି , ସେମାନେ ନିଜର ଚିନ୍ତା କୁ  ଦୂର  କରିବା ପାଇଁ  ଇଣ୍ଟରନେଟ  ଉପରେ  ନିର୍ଭର  ରହନ୍ତି ଆଉ  ଏହି ଚିଂତାପୂର୍ଣ  ସ୍ଥିତି  ରେ  ଛୁଟକାରା  ପାଇବା ପାଇଁ  ଏକ  ସହଜ ଉପାୟ ବୋଲି ଭାବନ୍ତି |

ଇଣ୍ଟରନେଟ  ସହ  ସମ୍ବନ୍ଧିତ  ଗତିବିଧି

ସୋସିଆଲ  ମେଡିଆ :

ପ୍ରାୟତ୍ତ ମହିଳା ମାନେ  ସୋସିଆଲ  ମେଡିଆ  ପାଇଁ ପାଗଳ | ଏମାନଙ୍କ ମଧ୍ୟରେ  ଅଧିକାଂଶ  ନିଜର  ସୋସିଆଲ  ମେଡିଆ ପ୍ରୋଫାଇଲ  ର ଯାଞ୍ଚ  କରିକି  ବା  ନକଲି  ଫୋଟୋ  କୁ  ଉପଡେଟ କରିକି  ନିଜର  ଦିନ  ଆରମ୍ଭ କରନ୍ତି ଯାହା  ବର୍ତମାନ  ର ମୁଖ୍ୟ  ପ୍ରବୃତ୍ତି|  ନିଜର  ଜୀବନ  ର ପ୍ରତ୍ୟେକ  ସେକଣ୍ଡ  କୁ  ସୋସିଆଲ  ମେଡିଆ  ରେ  ପ୍ରୋଜେକ୍ଟ  କରିବା  ଆଉ ପୋଷ୍ଟ  ରେ ଅଧିକ  ରୁ  ଅଧିକ  ଲାଇକ  ଆଉ  ଶେୟାର ପ୍ରାପ୍ତ  କରିବା | ଏମାନେ ଙ୍କ ଭିତରେ   ମହିଳା  ଶୈବର   ଦୁନିୟା  ରେ  ବର୍ତମାନ  ପରିଦର୍ଷ୍ୟ  କୁ  ଦେଖନ୍ତି |

ଅନଲାଇନ  ଶପିଂ :

ମହିଳାଙ୍କ  ଜୀବନ  ରେ ଖରୀଦାରୀ  ସବୁଠାରୁ ଅଗ୍ରାହ୍ୟ ଜିନିଷ | ଅନଲାଇନ  ଶପିଂ   ମହିଳାଙ୍କ ପାଇଁ ବିକଳ୍ପରେ  ଭରା  ଦୁନିୟା  ଖୋଲି  ଦେଇଛି | ସେମାନେ  ଅଲଗା ଅଲଗା  ଅନଲାଇନ  ଶପିଂ  ପୋର୍ଟାଲ  ରେ ଅଲଗା ଅଲଗା ଉତ୍ପାଦନ  ର ଖୋଜ  କରିଥାନ୍ତି  କିଣନ୍ତୁ ବା ନ କିଣନ୍ତୁ | ଏମାନଙ୍କ ଭିଆର  ଅଧିକାଂଶ  କୁ  ଇଣ୍ଟରନେଟ  ରେ  ବିତାଇଥିବା   ସମୟ  ରେ  କାମ  କରିବା ବି କଷ୍ଟ ଲାଗେ |

ଅନଲାଇନ  ଗେମିଙ୍ଗ :

ମହିଳାଙ୍କର ଏକ ଛୋଟ ବର୍ଗ  ଯିଏ  ଅନଲାଇନ ଗେମିଙ୍ଗ ର ଅଧୀନରେ |  ଅଧିକାଂଶ  ମହିଳା  ବାସ୍ତବିକ  ଦୁନିୟା  ରେ  ସାମାଜିକକରଣ  ଛଡ଼ା ଅନଲାଇନ  ଗେମିଙ୍ଗ  ରେ ଆପଣଙ୍କର   ଖାଲୀ  ସମୟ  କୁ  ବ୍ୟତୀତ  କରନ୍ତି |

ଅନଲାଇନ  ଚାଟିଙ୍ଗ :

ସମସ୍ତେ  ଚାଟିଙ୍ଗ  ର  ଉପଯୋଗ  କରନ୍ତି | କିନ୍ତୁ କିଛି  ଚାଟ  କରିବା  ବନ୍ଦ କରନ୍ତି ନାହିଁ | ଏଥିରେ କୌଣସି ପ୍ରକାର ର ଚାଟିଙ୍ଗ  ରେ ଶାମିଲ  ହୁଅନ୍ତି | ଅଧିକାଂଶ  ସମୟରେ  ମହିଳାମାନେ  ସାମାଜିକ  ସମ୍ବନ୍ଧ  ରୁ ହାତୀ ଯାନ୍ତି କାରଣ  ଏମାନଙ୍କୁ ଆଭାସୀଦୁନିୟା ରେ ଅଧିକ ଆନନ୍ଦ ମିଳିଥାଏ |

ଇଣ୍ଟରନେଟ  ନିଶା ର  ପରିଚୟ କେମିତି କରିବା ?

ସ୍ମାର୍ଟ  ଫୋନ  ର  ଉପଯୋଗ  ଯେଉଁମାନେ କରନ୍ତି  ସମୟ  ଭଲ କରିବା ର  ଉତ୍ସାହ  ର  ଭାବନା  ରଖିବା

  • ଗତିବିଧି କୁ ରୋକିବା ପାଇଁ  ଅସମର୍ଥତା
  • ସ୍ମାର୍ଟ ଫୋନ ଉପରେ ଅଧିକ  ରୁ  ଅଧିକ  ସମୟ  ଦେବା
  • ପରିବାର ଆଉ ଦୋସ୍ତି ର  ଉପେକ୍ଷା
  • କୋମ୍ପୁଟର ନଥିଲେ ଖାଲୀ , ଉଦାସ  ଆଉ  ଚିଡଚିଡା  ଲାଗିବା
  • ଗତିବିଧି ବିଷୟରେ ପରିବାର ଆଉ ସାଙ୍ଗ ମାନଙ୍କୁ ମିଛ କହିବା
  • ସ୍କୂଲ ବା କାମ  ସାଙ୍ଗରେ  ସମସ୍ୟା

ଯେତେବେଳେ ଆପଣଙ୍କର   ଇଣ୍ଟରନେଟ  ର  ଆଦତ ପଡ଼ିଯାଏ  ଏହା  ଆପଣଙ୍କର ଜୀବନ  କୁ  ବିଭିନ୍ନ  ସାଇବର ବିପଦ  ଆପଣଙ୍କର ଶାରୀରିକ  ଆଉ  ମାନସିକ  ସ୍ବାସ୍ଥ୍ୟ  ଉପରେ  ପ୍ରଭାବ  ପଡିବ |

ଇଣ୍ଟରନେଟ  ର ନିଶା ରୁ କେମିତି ବଂଚିବେ

  • ନିଜର ଇଣ୍ଟରନେଟ ଉପଯୋଗ  ସମୟ  ସୀମା  ନିର୍ଧାରଣ କରନ୍ତୁ |
  • ଏକ ଆପ ଇନଷ୍ଟଲ  କରନ୍ତୁ  ଯାହା   ସେଲ  ଫୋନ  / ଇଣ୍ଟରନେଟ  ର  ଉପଯୋଗ  କୁ  ଟ୍ରାଇକ  କରିବା  ଆଉ ଏହା  ଦିନ -ପ୍ରତିଦିନ  କମ  କରିବା ର ଯୋଜନା  ବନାଇବା |
  • ଏହା ଛଡ଼ା ଆପଣ ଲମ୍ବା ସମୟ ପର୍ଯ୍ୟନ୍ତ ଇଣ୍ଟରନେଟ  ର  ଉପଯୋଗ  କରିବା ପାଇଁ  ପ୍ରତିବନ୍ଧନ  କରିବା ପାଇଁ  ନିଜ  ସାଙ୍ଗ  / ପରିବାର  ଙ୍କର ସାହାଯ୍ୟ ନେଇପାରନ୍ତି |
  • କୋମ୍ପୁଟର ଗେମ ର ସ୍ଥାପନ  ରଦ୍ଧ  କରନ୍ତୁ , ଆଉ  କମ  ସେ  କମ  ଏକ  ବା  ଦୁଇ ମାସ ପର୍ଯ୍ୟନ୍ତ  ସାମାଜିକ  ନେଟୱାର୍କ  ଆଉ  ଅନ୍ୟ  ମନୋରଞ୍ଜକ  ୱେବ  ଗତିବିଧି  ଠାରୁ ଦୂର  ରହିବାକୁ ଚେଷ୍ଟା କରନ୍ତୁ |
  • ଇଣ୍ଟରନେଟ ବ୍ରାଉଜ଼ଇଂ ପାଇଁ  ସମୟ  ନିର୍ଧାରିତ  କରନ୍ତୁ , କିନ୍ତୁ ବେଶୀ କରନ୍ତୁ ନାହିଁ |
  • ପଢିବା , ବ୍ରାଉଜ଼ କରିବା , ଭୀଡିୟୋ ଦେଖିବା , ଇମେଲ  କୁ  ଲାପଟୋପ  କୁ  ପଠେଇବା ଭଳି ଗତିବିଧି  ବଦଳ୍ନତୁଁ |
  • ଏପିଲିକେଶନ ଆଉ ଇମେଲ ସୂଚନା   କୁ ବନ୍ଦ କରନ୍ତୁ |
  • ନିଶା ଲାଗିଲା ଭଳି ୱେବସାଇଟ  ରୁ ଦୂର ରେ ରହିବାକୁ ଚେଷ୍ଟା କରନ୍ତୁ |
  • ବିଷୟ /ଚାକିରୀ ସମ୍ବନ୍ଧିତ  ପୁସ୍ତକ  / ପତ୍ରିକା  ପଢିବା ପାଇଁ  ସବୀଚ  କରନ୍ତୁ | ଏହା ଦ୍ୱାରା ଆପଣଙ୍କ  ପଢିବା  ଆଦତ  ବଢିବା |
  • ଯଦି ଆପଣ ଇଣ୍ଟରନେଟ ରେ ନାହାନ୍ତି ତ ପଇସା  ବିଷୟରେ ଭାବନ୍ତୁ |
  • ଏହି କାରଣ ର  ଏକ  ସୂଚୀ  ବନାନ୍ତୁ  କି  ଯଦି   ଆପଣ ଇଣ୍ଟରନେଟ  ର  କମ  ଉପଯୋଗ କରନ୍ତି  ତ   ଆପଣ କାହିଁକି  ଖୁଶିରେ  ରହିବେ |
  • ଶୋଇବାଘରୁ ଇଣ୍ଟରନେଟ ସକ୍ଷମ  ଉପକରଣ  କୁ  ହଟାଇ  ଦିଅନ୍ତୁ |
  • ଆପଣ ଶୋଇବା ର ତରିକା  କୁ  ନିୟମିତ କରନ୍ତୁ | ବହୁତ  ଲୋକ  ଇଣ୍ଟରନେଟ  ପାଇଁ ନିଜର ନିଦ ହରାନ୍ତି | ଏବଂ  ନିଜର  ଶୋଇବାର  ତରିକା  କୁ  ଗଡବଡ  କରିଦିଏ | ଏହା   ଆପଣଙ୍କ ପାଇଁ  ଫାୟଦା ହେବ  କାରଣ   ଆପଣ ଅଧିକ  ସଂଗଠିତ  ଆଉ  ଆତ୍ମ  ଅନୁଶାସିତ  ହୋଇଯିବେ |
Page Rating (Votes : 1)
Your rating: