ପ୍ରୟତ୍ତ ସୋସିଆଲ ଇନ୍ଜୀନିୟରିଂ ଗୋପନୀୟ ସୂଚନା ଉପରେ ଧରି ରଖିବା ପାଇଁ ସାଇବର ଅପରାଧୀ ଦ୍ୱାରା ବ୍ୟବହାର କରାଯାଇଥିବା ପ୍ରାରମ୍ଭିକ ପାହାଚ ହେଇଥାଏ | ସାଇବର ହମଲା ର ବହୁମତ ପଛରେ ଏକ ମାନବୀୟ ତତ୍ୱ ଥାଏ କାରଣ ଏହା ବହୁତ ଥର ଅପ୍ରତ୍ୟାଶିତ ହେଇଥାଏ | ସୋସିଆଲ ଇନ୍ଜୀନିୟରିଂ ଭୁଲ ସୂଚନା ର ମାଧ୍ୟମ ରେ ସୂଚନା ପର୍ଯ୍ୟନ୍ତ ପହଂଚି ବାର ଏକ ଉପାୟ | ପୀଡିତଙ୍କୁ ଜଣାପଡିବା ପୂର୍ବରୁ ଏକ ସୁରକ୍ଷା ଉଲ୍ଲଙ୍ଘନ ହେଇଥାଏ ଏବଂ ସୂଚନା ପ୍ରାପ୍ତ କରାଯାଇଥାଏ | ଏହା ଟେଲିଫୋନ ବା ବ୍ୟକ୍ତିଗତ ରୂପ ରେ ଆଉ ଏଇ ମେଲ ମାଧ୍ୟମ ରେ ପ୍ରତିରୂପଂ ହେଇପାରେ | କିଛି ଏଇ ମେଲ ପ୍ରାପ୍ତକରତ ଙ୍କୁ ଏକ ଅଟିଚମେଣ୍ଟ ଖୋଲିବା ପାଇଁ ଲୋଭ ଦେଖାନ୍ତି ଏବଂ ଭାଇରସ ବା ଦୁର୍ଭାବନାପୂର୍ଣ ପ୍ରୋଗ୍ରାମ କୁ ପୀଡିତ ଙ୍କ କମ୍ପୁଟର ରେ ସକ୍ରିୟ କରିଥାଏ | ଏକ ସରଳତମ ଉପାୟ ରେ , ସୋସିଆଲ ଇନ୍ଜୀନିୟରିଂ ର ଅର୍ଥ ବ୍ୟକ୍ତି କୁ ଆପଣଙ୍କ ଇଚ୍ଛା ଅନୁସାର କିଛି କରିବା ପାଇଁ ହେର -ଫେର କରିବା ,ବା ଆପଣଙ୍କ ସୂଚନା ଦେବା ଯାହା ଆପଣ ଚାହାନ୍ତି | ପ୍ରାୟ ନକାରାତ୍ମକ ପରିଣାମ ଉପରେ ବିଚାର କରିବା ଆଗରୁ ଏକ -ଦିନ ଆଉ ଅଧିକ ମହିଳା ପ୍ରୌଦ୍ୟୋଗୀ ସହ ଜଡିତ ହୁଅନ୍ତି କଥାବାର୍ତା କରନ୍ତି , ଚାହାନ୍ତୁ ବା ନ ଚାହାନ୍ତୁ, ଏବଂ ଆହୁରି ନୂଆ ଇଣ୍ଟେର୍ନେଟ ଉପୟୋଗକର୍ତ୍ତା ସୁରକ୍ଷା -ଜାଗୃତ ନୁହନ୍ତି | ଏହା ଡିଜିଟାଲ ଦୁନିୟା ରେ ମହିଳାଙ୍କୁ ଲକ୍ଷ କରିବା ପାଇଁ ସୁବିଧା ହେଇଥାଏ | ଏକ ସାମାଜିକ ଇନ୍ଜୀନିୟର ସମ୍ବେଦନଶୀଳ ଗୋପନୀୟ ସୂଚନା ପ୍ରାପ୍ତ କରିବା ପାଇଁ ବିଭିନ୍ନ ମାଧ୍ୟମ ରେ ମହିଳାଙ୍କ ସାଙ୍ଗରେ ସମ୍ପର୍କ କରିଥାନ୍ତି |

ସାମାଜିକ ଇନ୍ଜୀନିୟର ମହିଳାଙ୍କୁ କେମିତି ଶିକାର ବନେଇ ଥାନ୍ତି

ସାର୍ବଜନିକ  ସ୍ଥାନ

ସୋସିଆଲ ଇନ୍ଜୀନିୟରିଂ କୁ ସାର୍ବଜନିକ ସ୍ଥାନ ଯେମିତି କାଫେ , ପବ, ମୂବୀ ଥିଏଟର ବା ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲେଟଫର୍ମ ଆଦି ମାଧ୍ୟମ ରେ କରା ଯାଇପାରେ | ଆପଣ କୌଣସି ସାମାଜିକ ଇନ୍ଜୀନୀୟର କୁ ଆକସ୍ମିକ ରୂପ ରେ କିଛି ସଂବେଦନଶୀଳ ସୂଚନା ଦେଇପାରନ୍ତି ବା କେହି ବ୍ୟକ୍ତି ଆପଣଙ୍କ ଠାରୁ ସୂଚନା ପ୍ରାପ୍ତ କରିବା ପାଇଁ ଆପଣଙ୍କ କଥାବାର୍ତା କୁ ଶୁଣି ପାରିବ |

ସାର୍ବଜନିକ ସ୍ଥାନରେ ବିନା ମୂଲ୍ୟ ର କଥାବାର୍ତା ରୁ ବଁଞ୍ଚନ୍ତୁ |

ଗପସପ

ଏକ କାଫୀ ଦୋକାନ ବା ଆପଣଙ୍କ କାର୍ୟାଳୟ ରେ ଆପଣ ସାଙ୍ଗ ସାଙ୍ଗରେ ଏକ କପ ରୁ ଅଧିକ କାଫୀ ପାଇଁ ଆପଣଙ୍କ କଥାବାର୍ତା ନିଜ ଏବଂ ଅନ୍ୟ ବିଷୟରେ କୀଚଚି ସମ୍ବେଦନଶୀଳ ସୂଚନା ଦେଇପାରେ | ଉଦାହରଣ ସ୍ୱରୂପ , ଜେବେ ଆପଣ କୌଣସି ଅନ୍ୟ ବ୍ୟକ୍ତି ସହ ମଜା ରେ ବି କୌଣସି ଅନ୍ୟ ବ୍ୟକ୍ତିଙ୍କ ବିଷୟରେ କଥା ହୁଅନ୍ତି , ତେବେ ବ୍ୟକ୍ତି ବିଷୟରେ କିଛି ସୂଚନା ଦେବାରେ ସମାପ୍ତ ହେଇପାରେ , ଯିଏ ସାମାଜିକ ଇନ୍ଜୀନିୟର ହେଇଥିବା | ସାଇବର ସ୍ପେସ ରେ ବର୍ତମାନ ପରିଦୃଶ୍ୟ ରେ ଆକସ୍ମିକ କଥାବାର୍ତା ରେ ସାଇବର ବିପଦ ହେଇପାରେ |

ଗପସପ କିବା ଠିକ ନୁହେଁ | ଆପଣ ଆପଣଙ୍କ ଶତ୍ରୁ ବା ସାଙ୍ଗ ର ବିବରଣୀ ବାହାର କରିବା ପାଇଁ ଏକ ସାମାଜିକ ଇନ୍ଜୀନୀୟର ର ସାହାଯ୍ୟ କରି ପାରନ୍ତି | କେବେ ବି ଅଜଣା ବ୍ୟକ୍ତି ଙ୍କ ସାଙ୍ଗରେ ଗପସପ କରନ୍ତୁ ନାହିଁ |

ବ୍ୟକ୍ତିଗତ ଗର୍ବ ବା ଆତ୍ମବିଶ୍ବାସ

ଆପଣ ଆପଣଙ୍କ ଉପଲବ୍ଧି , ଗର୍ବ , ଆଉ ଅଜ୍ଞାତ ବ୍ୟକ୍ତିଙ୍କ ଆତ୍ମବିଶ୍ବାସ ଉପରେ ଗର୍ବ କରିବା ପାଇଁ ଆପଣଙ୍କ ପରିବାର ବା ସଂଗଠନ ର ସମ୍ବେଦନଶୀଳ ସୂଚନା ଦେଇପାରନ୍ତି | ଏକ ସାମାଜିକ ଇଂଜିନିୟର ଆପଣଙ୍କ ବ୍ୟବସାୟିକ ଆବଶ୍ୟକତା ପ୍ରସ୍ତୁତ କରିବା ପାଇଁ ଆପଣଙ୍କ ସଂଗଠନ କୁ ଆସି ପରେ ଏବଂ ସମ୍ବେଦନଶୀଳ ନେଟୱାର୍କ ସୂଚନା ମାଗିପରେ | ଯଦି ଆପଣ ଏକ ନେଟୱାର୍କ ବ୍ୟବସ୍ଥାପକ , ତ ଆପଣକୁ ଆପଣଙ୍କ ସଂଗଠନ ସହ ସମ୍ବନ୍ଧିତ କୌଣସି ବି ନେଟୱାର୍କ ସୂଚନା ର ଖୁଲାସା କରିବା ପୂର୍ବରୁ ବହୁତ ସତର୍କ ରହିବାର ଆବଶ୍ୟକତା ଅଛି |

ଆପଣଙ୍କ ସଂଗଠନ ଏବଂ ଅଜ୍ଞାତ ବ୍ୟକ୍ତିଙ୍କ ସାଙ୍ଗରେ ଆପଣଙ୍କ ବ୍ୟକ୍ତିଗତ ସୂଚନା ବିଷୟରେ ସମ୍ବେଦନଶୀଳ ସୂଚନା ଉପରେ ଚର୍ଚା କରିବା ସାଙ୍ଗରେ ସଚେତ ରୁହନ୍ତୁ |

ଅନଲାଇନ

ସାମାଜିକ ଇନ୍ଜୀନିୟର ନେଟୱାର୍କ ପ୍ରଶାସକ ହେଇଥିବାର ବାହାନା କରିକି , ନେଟୱାର୍କ ର ମାଧ୍ୟମ ରେ ଏଇ -ମେଲ ପଠାଇ ଏବଂ ଉପୟୋଗକର୍ତ୍ତାଙ୍କ ପାସ୍ୱାର୍ଡ ବା କୌଣସି ବି ସମ୍ବେଦନଶୀଳ ସୂଚନା ପାଇଁ ଅପ୍ରତ୍ୟକ୍ଷ ରୂପରେ ସୂଚନା ପ୍ରାପ୍ତ କରିପାରେ | ସୋସିଆଲ ଇନ୍ଜୀନିୟରିଂ ର ବୁନିୟାଦୀ ଲକ୍ଷ ସାମାନ୍ୟ ରୂପରେ ହେଁକିଙ୍ଗ ସହ ସମାନ ହେଇଥାଏ : ଧୋକା ଧାଡି ବା ନେଟୱାର୍କ ଘୁସ୍ପେଠ, ପରିଚୟ ଚୋରି ବା ସିଷ୍ଟମ ଏବଂ ନେଟୱାର୍କ କୁ ବାଧିତ କରିବା ପାଇଁ ସିଷ୍ଟମ ବା ସୂଚନା ପର୍ଯ୍ୟନ୍ତ ଅନଧିକୃତ ଭାବରେ ପ୍ରାପ୍ତ କରିବା |

ଆପଣଙ୍କ ପାସ୍ୱାର୍ଡ କବେ କାହାକୁ ଦିଅନ୍ତୁ ନାହିଁ |

ବିଶୀଙ୍ଗ

ଏହା ଟେଲିଫୋନ ପ୍ରଣାଳୀ ଉପରେ ସୋସିଆଲ ଇନ୍ଜୀନିୟରିଂ ର ଉପାୟ ମଧ୍ୟ ରୁ ଏକ , ଯାହା କି ପ୍ରାୟଃ ଭୟସ ଭାର ଆଇପି (ବି ଓ ଆଇ ପି ) ଦ୍ୱାରା ସୁଗମ ସୁବିଧା ର ଉପଯୋଗ କରି , ବିତିୟ ଇନାମ ରେ ଉଦ୍ଦେଶ୍ୟ ରେ ଜନତା ଠାରୁ ନିଜର ବ୍ୟକ୍ତିଗତ ଏବଂ ବିତିୟ ସୂଚନା ହାସିଲ କରିବା ପାଇଁ କର ଯାଇଥାଏ | ଶବ୍ଦ "ଆଵାଜ଼ " ଆଉ ଫିସିଙ୍ଗ ର ଏକ ସଂଯୋଗ ଅଛି |

ଫୋନ ରେ ଅଜ୍ଞାତ ଲୋକଙ୍କୁ କୌଣସି ବିତିୟସୂଚନା ଦିଅନ୍ତୁ ନାହିଁ ; କୃପୟା ପଚରାଉଚ୍ଚରା କରୁଥିବା ଲୋକ ର ବିବରଣୀ ର ପୁଷ୍ଟି କରନ୍ତୁ|ଯାହାକୁ ଆପଣ କହୁଛନ୍ତି ବା କୌଣସି ସୂଚନା ଦେବା ପୂର୍ବରୁ ସମ୍ବନ୍ଧିତ କମ୍ପାନୀ ବା ବାଙ୍କ ଠାରୁ କ୍ରସ ଚେକ କରନ୍ତୁ |

ଫିସିଙ୍ଗ

ଫିସିଙ୍ଗ ଏକ ପ୍ରକାର ର ଧୋଖା ଯାହା ଆପଣଙ୍କ ମୂଲ୍ୟବାନ ବ୍ୟକ୍ତିଗତ ଡେଟ କୁ ଚୋରି କରିବା ପାଇଁ ଡୀଜ଼ାଇଁନ କରାଯାଇଛି , ଯେମିତି କ୍ରେଡିଟ କାର୍ଡ ନମ୍ବର , ପାସ୍ୱାର୍ଡ , ଖାତା ଡେଟ ଏବଂ ଅନ୍ୟ ସୂଚନା | ଆକ୍ରମଣକାରୀ ଅଧିକ ପରିସହକର୍ତ୍ତ ହେଇଯାଇଛନ୍ତି ଏବଂ ତାଙ୍କର ଫିସିଙ୍ଗ ଏଇ -ମେଲ ସନ୍ଦେଶ ଏବଂ ପୋପ -ଅପ ଵିନ୍ଦୋ ବି ଅଛି | ସେମାନେ ପ୍ରାୟ ବାସ୍ତବିକ ସଂଗଠନର ଆଧିକାରୀଙ୍କ ଦେଖାଯାଉଥିବା ଲୋଗୋ ଆଉ ବୈଧ ୱେବ ସାଇଟ ରୁ ସୀଧା ନିଆଯାଇଥିବା ଅନ୍ୟ ପରିଚୟ ସୂଚନା ଶାମିଲ କରନ୍ତି |

ଯଦି ଆପଣଙ୍କୁ ଲାଗୁଚି କି ଏକ ଫିସିଙ୍ଗ ଏଇ ମେଲ ସନ୍ଦେଶ ମିଳିଛି ,ତ ତା ଉପରେ ପ୍ରତିକ୍ରିୟା ଦିଅନ୍ତୁ ନାହିଁ ; ଆଉ ଅଜ୍ଞାନତ ଉପୟୋଗକର୍ତ୍ତାଙ୍କ ଠାରୁ ପ୍ରାପ୍ତ ଲିଙ୍କ ଉପରେ ବି କ୍ଲିକ କରନ୍ତୁ ନାହିଁ

ବାଇଟିଙ୍ଗ

ଏହା ସୋସିଆଲ ଇନ୍ଜୀନିୟରିଂ ର ଉପାୟ ମଧ୍ୟ ରୁ ଏକ ଯାହା ଭୌତିକ ମିଡ଼ିଆ ର ଉପଯୋଗ କରିଥାଏ ଏବଂ ପୀଡିତ ଙ୍କ ଜିଜ୍ଞାସା ବା ଲୋଭ ଉପରେ ନିର୍ଭର କରିଥାଏ | ଏଠାରେ ଆକ୍ରମଣକାରୀ ଏକ ଏମିତି ସ୍ଥାନ ଉପରେ ମାଲ୍ବାର ବା ଇନ୍ସାର୍ଟେଡ଼ ୟୁ ଏସ ବି ବା ପେନ ଡ୍ରାଇଭି , ସି ଡି/ ଡି ଭି ଡି ରୋମ ଛାଡ଼ିଥାଏ ,ଯାହା ଖୋଜ ଯାଇଥାଏ ଏବଂ ବୈଧ ରୂପ ଦେଇଥାଏ ଆଉ ପୀଡିତ କୁ ଉତ୍ସୁକତା ହେଇଥାଏ ଏବଂ ଡିଭାଇସ ର ଉପଯୋଗ କରିବା ପାଇଁ ଅପେକ୍ଷା କରିଥାଏ |

ସେହି ଉପକରଣ ପର୍ଯ୍ୟନ୍ତ ପହଂଚିବା ପାଇଁ ପ୍ରଲୋଭନ ଦିଅନ୍ତୁ ନାହିଁ , ଫୁଟପାଥ , ଲିଫ୍ଟ , ପାର୍କିଙ୍ଗ ସ୍ଥଳ ଆଦି ରେ ଯେଉଁ ଜିନିଷ ପଡିଥାଏ ତାହା ଉଠାନ୍ତୁ ନାହିଁ |

ପ୍ରୋତ୍ସାହନ

ଯଦି କେହି ଆପଣଙ୍କୁ ଗୋପନୀୟ ସୂଚନା ଦେବା ପାଇଁ ପ୍ରଭାବିତ କରେ ବା ଆଶ୍ବସ୍ତ କରନ୍ତି କି ଆପଣ ଏମିତି ବ୍ୟକ୍ତି ଯାହା ଉପରେ ଭରୋସା କରାଯାଇପାରିବ | ଏକ ସାମାଜିକ ଇନ୍ଜୀନିୟର ଆପଣାକୁ ପରିଚୟ ପତ୍ର କୁ ଆପଣଙ୍କ ବ୍ୟକ୍ତିଗତ ସୂଚନା , ଆପଣଙ୍କ ସ୍କୂଲ , ସଂଗଠନ ଆଦି ବିଷୟରେ ଜାଣିବା ପାଇଁ କହିପାରେ |

ଆକର୍ଷକ ପ୍ରସ୍ତାବ ରେ ପ୍ରଭାବିତ ହୁଅନ୍ତୁ ନାହିଁ ଏବଂ ତାଙ୍କୁ ଗୋପନୀୟ ସୂଚନା ଦିଅନ୍ତୁ ନାହିଁ |

ଦାମ୍ପସ୍ତର ଡାଇଭିଂ

ଦାମ୍ପସ୍ତର ଡାଇଭିଂ , ଯାହା ଟ୍ରଷ୍ଇଂ ରୂପ ରେ ବି ଜାଣନ୍ତି , ସୋସିଆଲ ଇନ୍ଜୀନିୟରିଂ ର ଏକ ଲୋକପ୍ରିୟ ଉପାୟ ଅଛି | ଘର ଠାରୁ କମ୍ପାନୀ ଦାମ୍ପସ୍ତର ବା ଅପବ୍ୟୟ ର ମାଧ୍ୟମ ରେ ବଡ ମାତ୍ରା ରେ ସୂଚନା ଏକତ୍ର କରି ଥାନ୍ତି |

କୌଣସି ବି ଗୋପନୀୟ କାଗଜପତ୍ର କୁ କୂଡାଦାନୀ ରେ ପକାନ୍ତୁ ନାହିଁ , ଡମ୍ପ କରିବା ପୂର୍ବରୁ ସୁନିଶ୍ଚିତ କରନ୍ତୁ କି ଆପଣଙ୍କୁ ଏହା ଭିତରେ କୀଚଚି ମହତ୍ବପୂର୍ଣ ସୂଚନା ନାହିଁ ତ 

ହକ୍ସିଂ

ଏକ ହକସ ଲୋକଙ୍କୁ ଏହା ବିଶ୍ବାସ କରାଇ ଫାଂସାଇବାକୁ ଚେଷ୍ଟା କି ଅସଲି ର ରୂପରେ କିଛି ଭୁଲ ଅଛି | ଏହା ଆମଚେଉର ଉପରେ ek ଶିକାର ର ଉଦ୍ଦେଶ୍ୟ ରେ ହେଇଥାଏ ଏବଂ ଅବୈଧ ଭିତ୍ତିୟ ବା ଭୌତିକ ଲାଭ ପାଇଁ ବନାଇ ଯାଇଥାଏ , ଯାହା ପ୍ରାୟ ଏକ ବ୍ୟବହାରିକ କୌତୁକ ରୂପରେ ସାମନାକୁ ଆସିଥାଏ , ଯାହାପାଇଁ ଲଜ୍ଜ୍ୟା ଲାଗେ |

ବିଶ୍ବାସ କରନ୍ତୁ ନାହିଁ କି ଅଜ୍ଞାତ ବ୍ୟକ୍ତି ଠାରୁ ପ୍ରାପ୍ତ ଏଇ -ମେଲ ଏବଂ କେବେ ବି ଭିତ୍ତିୟ ସୂଚନା ଦିଅନ୍ତୁ ନାହିଁ |

ପୂର୍ବ ଟେକ୍ସଟିଙ୍ଗ

ପୂର୍ବ -ଟେକ୍ସଟିଙ୍ଗ ଏକ ଲଖ୍ୟ କରାଯାଇଥିବା ଶିକାର କୁ ସଂଲଗ୍ନ କରିବା ପାଇଁ ଏକ କାଳ୍ପନିକ ପରିଦୃଶ୍ୟ ବନେଇ ଏବଂ ଉପଯୋଗ କରିବାର ମାଧ୍ୟମ ଯାହାଦ୍ୱାରା ସମ୍ଭାବନା ବଢି ଯାଇଥାଏ କି ପୀଡିତ ବ୍ୟକ୍ତି ଙ୍କ ସୂଚନା କୁ ପ୍ରକଟ କରେ ବା ଏମିତି କାର୍ଯ୍ୟ କରେ ଯାହା ସାମାନ୍ୟ ପରିସ୍ଥିତିରେ ମଧ୍ୟ ସମ୍ଭାବନା ନ ଥାଏ | ଏହା ଏକ ସାଧାରଣ ମିଛ ଠାରୁ ଅଧିକ |

ସତର୍କ ରହନ୍ତୁ କାରଣ ଅଜ୍ଞାତ ବ୍ୟକ୍ତି ମିଛ ସ୍ଥିତି ବନେଇକି ଠକି ବାକୁ ଚେଷ୍ଟା କରିବା ଏବଂ ଗୋପନୀୟ ସୁଚନା ଏକାଠି କରିବାକୁ ଆପଣଙ୍କୁ ବିଶ୍ୱାସ କରାନ୍ତି |

 

Page Rating (Votes : 0)
Your rating: