ଅନଲାଇନ ଶପିଂ - ଏକ ଶ୍ଵାନଦାର  ଆବିଷ୍କାର  ଯାହା  ଲୋକଙ୍କୁ ନିଜ ଘର ର  ଆରାମ  ରେ ବସି  ଜିନିଷ  କିଣିବାର  ଅନୁମତି ଦେଇଥାଏ | ସହି  ଜିନିଷ  ଖୋଜିବା  ପାଇଁ  ଦୋକାନ  ସବୁ ବୁଲିବାକୁ ପଡେ ନାହିଁ ; ଅଧିକ ଉତ୍ସାହୀ ବିକ୍ରୟତା  ଙ୍କ ଠାରୁ ରିହାତି ; ବିଲ୍ୱଲିଂ  କାଉଣ୍ଟର  ରେ  ଲମ୍ବା  ଲଇଁ ରେ  ଅଧିକ ସମୟ ଠିଆ ହେବାକୁ ପଡିବ ନାହିଁ  | ଇ -କମର୍ସ   ନିଶ୍ଚିତ  ରୂପ  ରେ  ଏକ ଭଲ ଉପାୟ   ଖରୀଦାରୀ  କରିବା ପାଇଁ | କିନ୍ତୁ , ସବୁ  କିଛି  , ଅନଲାଇନ ଶପିଂ ର  ଦୁନିୟା  ରେ  ସହଜ ଜିନିଷ ନୁହେଁ | ଇ -କମର୍ସ  କମ୍ପାନୀଙ୍କ  ଦ୍ୱାରା  ଏହା ସବୁ  କମ  କରିବାର ସବୁ  ପ୍ରୟାସ  ସତ୍ୱେ , କିଛି ସମସ୍ୟା  ଅଚ୍ଛି ଯାହା  ଗ୍ରାହକଙ୍କୁ  ଅନଲାଇନ  ଖରୀଦାରୀ  କରିବା  ସମୟରେ  ଏବେ  ବି  ସାମନା  କରିବା ପାଇଁ ପଡୁଛି |

ଆସନ୍ତୁ କିଛି ଉପାୟ ଉପରେ ଧ୍ୟାନ ଦେବା କି ସାଇବର ଅପରାଧୀ ମହିଳାଙ୍କୁ  ଲକ୍ଷ୍ୟ କରି ପାରନ୍ତି |

କମ ଦାମ ରେ ମହଙ୍ଗା ବ୍ରାଣ୍ଡେଡ ଉତ୍ପାଦ

ସୋସିଆଲ  ନେଟୱର୍କିଙ୍ଗ  ସାଇଟ୍ସ  ରେ ଅଧିକାଂଶ  ଆମକୁ  ମହଙ୍ଗା  ବ୍ରାଣ୍ଡେଡ  ଜିନିଷ  କୁ  ଅବିଶ୍ବସନୀୟ  ଦର ରେ ଦେଖାଉଥିବା  ବିଜ୍ଞାପନ  ମିଳେ|  ଏହା  ଗ୍ରାହକଙ୍କ  ସବୁଠାରୁ  ଅଧିକ  ସମ୍ଭାବନା ଵାଲା  ମହିଳାଙ୍କ  ଧ୍ୟାନ  ଆକର୍ଷିତ  କରିଥାଏ  ଆଉ  ଏହା  ଏମିତି ଜିନିଷ ସବୁ ଯାହା  ବାସ୍ତବିକ  ରେ ଏତେ ପଇସା ନୁହେଁ | ଉଦାହରଣ  ସ୍ୱରୂପ  ବ୍ରାଣ୍ଡେଡ  ବେଗ , କପଡା , ମହଙ୍ଗା  ଫୋନ  ଆଉ  ସୌନ୍ଦର୍ଯ୍ୟ  ଉତ୍ପାଦ |

ଓଜନ  କମାଇବା ପାଇଁ  ପ୍ରାକୃତିକ  ଉପଚାର : ପ୍ରାୟତ ଆମର  ସୋସିଆଲ  ନେଟୱର୍କିଙ୍ଗ  ଆଉ  ଇନ୍ଷ୍ଟଏଣ୍ଟ  ମେସେଜିଙ୍ଗ  ଏପିଲିକେଶନ  ରେ  ଆମକୁ  ସନ୍ଦେଶ  ମିଳିଥାଏ  କି ଆମେ  ଓଜନ  କମ  କରିବା ପାଇଁ  ଟିପ୍ସ  ଦିଅନ୍ତି  ଆଉ  ଆଗକୁ  ଇନ୍ପୁଟ  ପାଇଁ  ସେମାନେ ନିଜର  ଉତ୍ପାଦ  କୁ  କିଣିବା ପାଇଁ  ଭୁଗତାନ  ର  ଅନୁରୋଧ  କରନ୍ତୁ | ଯେଉଁ ମହିଳା  ଓଜନ କମାଇବା ପାଇଁ  ବ୍ୟସ୍ତ  ହୁଅନ୍ତି  ସେମାନେ ଏହି  ସନ୍ଦେଶ  ରେ  ଫସି ଯାନ୍ତି  | ସେମାନେ  ନକଲି  ଉତ୍ପାଦ ପାଇଁ  ପଇସା  ମଧ୍ୟ ଦିଅନ୍ତି |

ମହଙ୍ଗା  ଆଭୂଷଣ : ସାଇବର  ଅପରାଧୀ  କିଛି  ଅନଲାଇନ  ଆଭୂଷଣ  ୱେବସାଇଟ  କୁ  ଖରାବ  କରିପାରନ୍ତି ଆଉ  ମହିଳା  ଗ୍ରାହକଙ୍କୁ ଲକ୍ଷ୍ୟ କରି ଗହଣା ଉପରେ  ରୋମାଞ୍ଚକ  ରିହାତି  ପ୍ରଦାନ କରନ୍ତି | ସେମାନେ କିଛି  ନିଶ୍ଚିତ  ମୂଲ୍ୟ  ସାଥିରେ  ଅନଲାଇନ  ଜିନିଷ କିଣନ୍ତି , କିନ୍ତୁ କମ  ମୂଲ୍ୟ  ରେ  କିଛି  ଅନ୍ୟ  ଜିନିଷ କୁ ବି  ପ୍ରାପ୍ତ  କରନ୍ତି |  କିନ୍ତୁ ଯେତେବେଳେ ସେମାନେ ଠକି ଥିବା ର ଭାବନ୍ତି ଏବଂ ୱେବସାଇଟ  ରେ  ଶିକାୟତ  କରନ୍ତି ସେମାନେ ରୋକଠୋକ ମନ କରନ୍ତି କି ତାଙ୍କ ବେସାଇଟ ମାଧ୍ୟମରେ ଏହା କିଣାଯାଇଥିଲା | ଏହାଦ୍ୱାରା ଆପଣଙ୍କର କ୍ଷତି ହୋୟୀ ଥାଏ | 

ଅନଲାଇନ  ଶପିଂ  ର ଆଶଙ୍କା

ଅନଲାଇନ  ଖରୀଦାରୀ ଆରମ୍ଭ କରିବା ପୂର୍ବରୁ ଆପଣଙ୍କୁ କିଛି  ପ୍ରସନ୍ନ ର  ଯାଞ୍ଚ  କରିବାକୁ ପଡିବ |

ବ୍ରାଣ୍ଡ - ଇ କମର୍ସ ସାଇଟ ବାସ୍ତବିକ ରେ ଅଛି ?

ସୁରକ୍ଷା -  ଆପଣଙ୍କ କ୍ରେଡିଟ  କାର୍ଡ  ସୁରକ୍ଷିତ  ଅଛି?

ଗୋପନୀୟତା - ଆପଣଙ୍କ ସୂଚନା  ବିକ୍ରି ହେଉଛି ?

ସିପିଙ୍ଗ  - ଆପଣଙ୍କୁ ଅନୁରୋଧିତ ସମୟ ରେ ସଠିକ ଉତ୍ପାଦ ମିଳିଲା କି ?

ସୁରକ୍ଷିତ  ଅନଲାଇନ  ଶପିଂ  ପାଇଁ  ଟିପ୍ସ 

କମ୍ପୁଟର ଓସ କୁ ଉପଡେଟ ରଖନ୍ତୁ

ସୁନିଶ୍ଚିତ  କରନ୍ତୁ  କି  ଆପଣଙ୍କ  ପୀସୀ  ଏକ  ଅଣ୍ଟିବଇରସ, ଆଣ୍ଟି  ସ୍ପାଇବାରେ, ଫୈର୍ୱାଲ , ସିଷ୍ଟମ  ସାଙ୍ଗରେ  ସବୁ  ପେଚ ଏବଂ  ୱେବ  ବ୍ରାଉଜ଼ର  ସୁରକ୍ଷା  ସାଙ୍ଗରେ  ଉପଡେଟ  କରନ୍ତୁ |

କେବଳ ବିଶ୍ବସନୀୟ ସାଇଟ ମାଧ୍ୟମ ରେ କିଣାକିଣି କରନ୍ତୁ

ଆପଣ ଯେଉଁ ୱେବ  ସାଇଟ  ରୁ  ଜିନିଷ  କିଣିବାକୁ ଚାହାନ୍ତି , ତା ବିଷୟରେ  ଜଣାନ୍ତୁ , କାରଣ  ଅପରାଧୀ  ଏହି  ୱେବସାଇଟ ମାଧ୍ୟମ ରେ  ଫାଂସେଇବାକୁ ଚେଷ୍ଟା କରନ୍ତି  ଯାହା ଠିକ ଦେଖା ଯାଏ , କିନ୍ତୁ  ଏହା ସତରେ ନୁହେଁ | ତେଣୁ ବିକ୍ରେତା  ର  ଟେଲିଫୋନ  ନମ୍ବର ର  ଭୌତିକ ଠିକଣା ଉପରେ  ଧ୍ୟାନ  ଦିଅନ୍ତୁ ଏବଂ ପୁଷ୍ଟି  କରନ୍ତୁ  କି  ୱେବସାଇଟ  ଏକ  ବିଶ୍ଵସନୀୟ  ସାଇଟ | ବିଭିନ୍ନ  ୱେବସାଇଟ  ଖୋଜନ୍ତୁ ଏବଂ ଦାମ  ତୁଳନା  କରନ୍ତୁ | ଏହି   ବିଶେଷ  ୱେବ  ସାଇଟ  ବା  ବ୍ୟପାରୀ  ଙ୍କ  ଉପଭୋକ୍ତା  ଆଉ  ମିଡ଼ିଆ  ର ସମୀକ୍ଷା   ର  ଯାଞ୍ଚ  କରନ୍ତୁ |

ୱେବସାଇଟ ର ସୁରକ୍ଷା କୁ ଯାଞ୍ଚ କରନ୍ତୁ

ଯଦି  ଆପଣ  ଅନଲାଇନ  କିଛି  କିଣିବାକୁ ଚାହାନ୍ତି  ତାହା ସୁରକ୍ଷିତ କି ନାହିଁ ଦେଖନ୍ତୁ ,  ସାଇଟ  ବ୍ରାଉଜର  ଅଡ୍ରେସ  ବାର  ବା  ଷ୍ଟେଟ୍ସ  ବାର  ଉପରେ  ଏଚ ଟି ଟି ପି ଏସ  ବା  ପେଡଲୋକ  ସାଙ୍ଗରେ  ସୁରକ୍ଷିତ  ଅଛି ନା ନାହିଁ  ଏବଂ  ଭିତ୍ତିୟ  ଲେନଦେନ ସାଙ୍ଗରେ  ଆଗକୁ  ବଢନ୍ତୁ |

ଆପଣଙ୍କ ଡିଜିଟାଲ କାରବାର ଉପରେ ନଜର ରଖନ୍ତୁ

ଯେମିତି ଆପଣ ସମାପ୍ତ  କରନ୍ତି, କ୍ରେଡିଟ  କାର୍ଡ  ଷ୍ଟେଟମେଣ୍ଟ  ର ତୁରନ୍ତ  ଯାଞ୍ଚ  କରନ୍ତୁ  ଆଉ ଆପଣଙ୍କ  ଦ୍ୱାରା  ଭୁଗତାନ କରାଯାଇଥିବା ଶୁଳ୍କ  ବିଷୟରେ ଜାଣନ୍ତୁ; ଆଉ  ଯଦି ଆପଣଙ୍କୁ   କୌଣସି ଫରକ  ଦେଖାଯାଏ  ତୁରନ୍ତ  ସମ୍ବନ୍ଧିତ  ଅଧିକାରୀଙ୍କୁ  ରିପୋର୍ଟ  କରନ୍ତୁ |

ୱେବସାଇଟ ରେ କାର୍ଡ ବିବରଣୀ ବା ବାଙ୍କ ବିବରଣୀ ସଂରକ୍ଷଣ କରନ୍ତୁ ନାହିଁ

ଖରୀଦାରୀ  ୱେବସାଇଟ ରେ କାର୍ଡ  ଦେବିଟି  ବା  କ୍ରେଡିଟ  ସଂରକ୍ଷଣ କରନ୍ତୁ ନାହିଁ |ଆପଣଙ୍କ ଅନଲାଇନ  ଶପିଂ  କୁ ପୂରା  କରିବା ପରେ  ସବୁ  ୱେବ  ବ୍ରାଉଜ଼ର  କୁକୀଜ଼  କୁ ବିଲୋପ କରନ୍ତୁ ଏବଂ  ଆପଣ ପି ସି  କୁ  ସ୍ପିମାର୍ସ  ଆଉ  ଫୀସହର  ରେ  ବନ୍ଦ କରିଦିଅନ୍ତୁ | ଇଣ୍ଟେର୍ନେଟ  ସହ ଜଡିତ  ପ୍ରଣାଳୀ  ର  ତଲାଶ  କରନ୍ତୁ |  ଏବଂ ସ୍ପାମ  ଏଇ ମେଲ  ପଠେଇବାକୁ ଚେଷ୍ଟା କରନ୍ତି ଏବଂ  ଦୁର୍ଭାବନାପୂର୍ଣ  ସଫ୍ଟୱାରେ  କୁ  ସ୍ଥାପିତ  କରିବା  କୁ  ପ୍ରୟାସ  କରନ୍ତୁ ଯାହା  ଆପଣଙ୍କ  ବ୍ୟକ୍ତିଗତ  ସୂଚନା  ଏକତ୍ରିତ  କରିପାରିବ |

କେବେଭି ଏଇ ମେଲ ର ଜବାବ ଦିଅନ୍ତୁ ନାହିଁ ଯାହା ଆପଣଙ୍କ କିଣାକିଣି ବିଷୟରେ ପଚାରିଥାଏ

ଏଇ ମେଲ  ରୁ  ସାବଧାନ  ରହନ୍ତୁ ଯେମିତି "କୃପୟା  ଆପଣଙ୍କ  ଭୁଗତାନ , କିଣାକିଣି ଏବଂ  ଉତ୍ପାଦ  ଙ୍କ ପାଇଁ ଆକାଉଣ୍ଟ୍ ସବୁ ପୁଷ୍ଟି  କରନ୍ତୁ ." ମାନେ ରଖନ୍ତୁ  କି  ବୈଧ  ବ୍ୟବସାୟୀ  ଏପରି  ଏଇ ମେଲ  କେବେ ପଠାନ୍ତି ନାହିଁ | ଯଦି  ଆପଣଙ୍କୁ ଏମିତି  ଏଇ ମେଲ  ପ୍ରାପ୍ତ  ହୋୟୀ ଥାଏ , ତେବେ ତୁରନ୍ତ  ବ୍ୟପାରୀ  କୁ  କଲ କରନ୍ତୁ  ଏବଂ   ସୂଚିତ  କରନ୍ତୁ |

ବାର -ବାର  ପାସୱାର୍ଡ଼ ବଦଳାନ୍ତୁ

ଲମ୍ବା ସମୟ ପର୍ଯ୍ୟନ୍ତ ପାସୱାର୍ଡ଼  କୁ ଉପଯୋଗ କରନ୍ତୁ ନାହିଁ ,ଆପଣଙ୍କ ଏଇ ମେଲ ଆଇ ଡି, ବାଙ୍କ ଖାତା ,କ୍ରେଡିଟ -ଦେବିଟି  କାର୍ଡ ର ପାସୱାର୍ଡ଼ ବାର -ବାର ବଦଳାନ୍ତୁ |

ବିଭିନ୍ନ ୱେବସାଇଟ ପାଇଁ ଅଲଗା -ଅଲଗା ପାସୱାର୍ଡ଼

ଯଦି  ହାଇକରସ  ଆପଣଙ୍କ  ଏକ ପାସୱାର୍ଡ଼ କୁ  କ୍ରାଇକ କରିଦିଅନ୍ତି  ତେବେ ସବୁ ଅନ୍ୟ  କୁ କ୍ରାଇକ କରିପାରିବେ |  ଯଦି  ଆପଣ  ସବୁ  ପାଇଁ  ସମାନ ପାସୱାର୍ଡ଼ ର  ଉପଯୋଗ  କରନ୍ତି | ସେଥିପାଇଁ ସବୁ ୱେବସାଇଟ ପାଇଁ ଅଲଗା ଅଲଗା  ଟି  ପାସୱାର୍ଡ଼  ବ୍ୟବହାର କରନ୍ତୁ |  ଯଦିଓ ଏହି ସବୁ ପାସୱର୍ଡ କୁ ମାନେ ରଖିବା ପାଇଁ ଅଧିକ ଜଟିଳ କିନ୍ତୁ ଏହା ଅଧିକ ସୁରକ୍ଷିତ |

ସୁରକ୍ଷିତ  ନେଟୱାର୍କ  ର  ଉପଯୋଗ  କରନ୍ତୁ

ସବୁବେଳେ  ସୁରକ୍ଷିତ  ଇଣ୍ଟେର୍ନେଟ  କନେକ୍ସନ  ର   ଉପଯୋଗ  କରନ୍ତୁ . ସାର୍ବଜନିକ  ବାଇ ଫାଇ ସ୍ପଟ  ସାଇବର  ହମଲା ପାଇଁ  କମଜୋର |

ଛୂଟ/ପୁରସ୍କାର  ପ୍ରଦାନ କରୁଥିବା ଲିଙ୍କ ଉପରେ କ୍ଲିକ କରନ୍ତୁ ନାହିଁ

ସାଇବର  ଅପରାଧୀ   ଲୋକପ୍ରିୟ  ଏଇ -କମର୍ସ  ୱେବସାଇଟ ରେ ମହାନ  ଛୂଟ  ପ୍ରଦାନ  କରିବା ଵାଲା  ସନ୍ଦେଶ  ପଠାନ୍ତି |  ହ୍ୱାଟ୍ସଅପ  ଗ୍ରୁପରେ ବା ଅଜ୍ଞାତ  ନମ୍ବରଠାରୁ  ପ୍ରାପ୍ତ  ଲିଙ୍କ  ଉପରେ  କ୍ଲିକ  କରିବା ଜାଗାରେ   ଅଫର ପାଇଁ  ମୂଳ  ୱେବସାଇଟ  ରେ  ଯାଞ୍ଚ  କରିବା ସବୁବେଳେ ଭଲ |

Page Rating (Votes : 0)
Your rating: