ୟୁଏସବି (ୟୂନିବାରସଲ ସେଏରିୟଲ ବାସ ) ଷ୍ଟୋରେଜ ଡିଭାଇସ ବିଭିନ୍ନ କମ୍ପୁଟର ରେ ଡାଟା ଟ୍ରାନ୍ସଫର କରିବ ପାଇଁ ବହୁତ ସୁବିଧାଜନକ ଉପାୟ | ଆପଣ ଏହାକୁ ୟୁଏସବି ପୋର୍ଟ ରେ ପ୍ଲଗ୍ କରି ପାରିବା| ଆପଣ ଡାଟା କୁ କପି କରିପାରିବ , ଏହାକୁ ହଟେଇ ମଧ୍ୟ ପାରିବା . ଦୁର୍ଭାଗ୍ୟୟ ବସ୍ତା ଏହାର ପୋର୍ଟେବିଲିଟୀ , ସୁବିଧା ଆଉ ଲୋକପ୍ରିୟତା ଅର୍ଜନ କରିଛି | ଆପଣଙ୍କ ସୂଚନା ପାଇଁ ବିଭିନ୍ନ ବିପଦ ବି ଆଣିଥାଏ
ଡାଟା ଚୋରୀ ଆଉ ଡାଟା ଲିକେଜ ଏବେ ସବୁ ଦିନର ଖବର ! ସମସ୍ତଙ୍କୁ ସୂଚନା ସବୁ କୁ ସୁରକ୍ଷିତ କରିବ ପାଇଁ ଉଚିତ ଉପକରଣ ର ଉପଯୋଗ କରି , ଦେଖାଶୁଣା , ଜାଗୃକ୍ତା ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ |
ଆଶଙ୍କା
1.ମାଲ୍ବାର ସଂକ୍ରମଣ
- ୟୁଏସବି ସଂଗ୍ରହଣ ଉପକରଣ ର ମାଧ୍ୟମ ରେ ମାଲ୍ବାର ବିସ୍ତାର କରେ | କେହି ବ୍ୟକ୍ତି ଜାଣିଶୁଣି ଆପଣଙ୍କ ଗତିବିଧି , ଫାଇଲ , ପ୍ରଣାଳୀ ଆଉ ନେଟୱାର୍କ କୁ ଟ୍ରାକ କରିବାପାଇଁ ମାଲ୍ବାର ସାଙ୍ଗରେ ୟୁଏସବି ସଂଗ୍ରହଣ ଡିଭାଇସ ବିକି ଦେଇ ପାରନ୍ତି |
- ମାଲ୍ବାର ଗୋଟିଏ ଡିଭାଇସ ରୁ ଆଉ ଗୋଟିଏ ଡିଭାଇସ ରେ autorun ..exe ର ଉପଯୋଗ କରି ୟୁଏସବି ଷ୍ଟୋରେଜ ଡିଭାଇସେସ ମାଧ୍ୟମ ରେ ବିସ୍ତାର କରେ , ଯାହା ଡିଫୋଲ୍ଟ ରୂପ ରେ ସକ୍ଷମ ହେଇଥାଏ .
2. ଅନଧିକୃତ ଉପଯୋଗ
କେହି ବ୍ୟକ୍ତି ଆପଣଙ୍କ ୟୁଏସବି ଉପକରଣ କୁ ଡାଟା ପାଇଁ ଚୋରି କରିପାରେ |
3. ବେଟିଂ
କେହି ବ୍ୟକ୍ତି ଜାଣିଶୁଣି ଆପଣଙ୍କ ଡେସ୍କ ବା ପ୍ଲେସ ଉପରେ ୟୁଏସବି ଡିଭାଇସ ମାଲ୍ବାର ସହିତ ଛାଡି ଦିଏ
ୟୁଏସବି ସଂଗ୍ରହଣ ଉପକରଣ ମାଧ୍ୟମ ରେ ଡାଟା ଲିକେଜ କୁ କେମିତି ରୋକିବା ?
- ୟୁଏସବି ସଂଗ୍ରହଣ ଉପକରଣ ର ଉପଯୋଗ କୁ ସୀମିତ କରିବ ପାଇଁ ଗୋଟିଏ ଭଲ ସୁରକ୍ଷା ନୀତି କୁ ଦ୍ୱୀଜ଼ାଇଁନ ଏବଂ ଆପଣାନ୍ତୁ |
- କର୍ମଚାରୀମାନଙ୍କ ନିଗରାନୀ କରି ଦେଖନ୍ତୁ ସେମାନେ କଣ କପି କରୁଛନ୍ତି |
- ଆପଣଙ୍କ ସୂଚନା କୁ ସୁରକ୍ଷିତ କରିବ ପାଇଁ ପ୍ରମାଣୀକରଣ , ପ୍ରାଧିକରଣ ଆଉ ଲେଖାଁକଂନ କୁ ଲାଗୂ କରନ୍ତୁ |
ଡିଭାଇସ ହଜିଗଲା ପରେ କଣ କରିବେ ?
- ଯଦି ଆପଣ ପାସ୍ୱାର୍ଡ ଆଦି ଯେମିତି ୟୁଏସବି ଡ୍ରାଇଭି ର ଭିତରେ କେହିବି ବ୍ୟକ୍ତିଗତ ବା ସମ୍ବେଦନଶୀଳ ସୂଚନା ସଂଗ୍ରହୀତ କରିଥାଏ ,ତେବେ କିଛି ବି ଖାତା ର ନିର୍ମାଣ ବେଳେ ପ୍ରଦାନ କରାଯାଇଥିବା ସୁରକ୍ଷା ପ୍ରଶ୍ନ ଏବଂ ଉତ୍ତର ର ସାଙ୍ଗରେ ତୁରଂତ ସବୁ ପାସ୍ୱାର୍ଡ ବଦଳାଇ ଦିଅନ୍ତୁ [ସମ୍ଭାବନା ହେଇପାରେ କି ହାଇକର ଡାଟା ର ଉପଯୋଗ କରିକି ଆପଣ ଅନଲାଇନ ଖାତା ଲୋକଙ୍କ ସୂଚନା କୁ ପୁନଃ ପ୍ରାପ୍ତ କରିପାରନ୍ତି ଚୋରୀ ହେଇଥିବା ଡ୍ରାଇଭି ରେ ].
- ଏଇଟା ବି ସୁନିଶ୍ଚିତ କରନ୍ତୁ କି ହଜିଥିବା ଡାଟା ର ଖିଲାଫ ରେ ସବୁ ସୁରକ୍ଷା ଉପାୟ କରାଯାଇଛି |
ଡିଭାଇସ ଚୋରୀ କୁ କେମିତି ରୋକିବା ?
- ସବୁବେଳେ କି ଚେଁନ କୁ ଟ୍ୟାଗ୍ କରିକି ଡ୍ରାଇଭ କୁ ଶାରୀରିକ ରୂପ ରେ ସୁରକ୍ଷିତ କରନ୍ତୁ .
- ଆପଣଙ୍କ ଡ୍ରାଇଭ କୁ କାଭେ ବି କୋଉଠି ବି ରଖନ୍ତୁ ନାହିଁ |
- ସଂବେଦନଶୀଳ ସୂଚନା କୁ କାଭେ ବି ବାହାର ର ଇନ୍କ୍ରିପଶନ ସାଥିରେ ରଖନ୍ତୁ ନାହିଁ .
ୟୁଏସବି ରୂପରେ ମୋବାଇଲ
କମ୍ପୁଟର ରେ କନେକଟ ହେଲା ପରେ ମୋବାଇଲ ଫୋନ କୁ ୟୁଏସବି ମେମୋରୀ ଡିଭାଇସ ରୂପରେ ଉପଯୋଗ କରାଯାଇଥାଏ | କମ୍ପୁଟର ରେ କନେକଟ କରିବାପାଇଁ ମୋବାଇଲ ଫୋନ ସାଥିରେ ଗୋଟିଏ ୟୁଏସବି କେବଳ ଦିଆଯାଇଥାଏ |
- ମୋବାଇଲ ଫୋନ ଏକ ବ୍ୟକ୍ତିଗତ କମ୍ପୁଟର ରୁ ଟିକେ ଅଲଗା , ଏକ ଅଦ୍ୟତନ ଅଣ୍ଟିବଇରସ ର ଉପଯୋଗ କରିକି ବାହ୍ୟ ଫୋନ ମେମୋରୀ ଆଉ ମେମୋରୀ କାର୍ଡ କୁ ସ୍କାନ କରନ୍ତୁ |
- ଆପଣ ଫୋନ ଆଉ ବାହ୍ୟ ମେମୋରୀ କାର୍ଡ ର ନିୟମିତ ବେକାପ ନିଅନ୍ତୁ କାରଣ ଯଦି ସିଷ୍ଟମ କ୍ରାସ ବା ମାଲ୍ବାର ପ୍ରବେଶ କରେ ତେବେ ଆପଣଙ୍କର ଡାଟା ସୁରକ୍ଷିତ ରହିବ |
- କମ୍ପୁଟର ରୁ ଡାଟା କୁ ମୋବାଇଲ ରେ ସ୍ଥାନାନ୍ତରିତ କରିବା ପୂର୍ବରୁ , ଡାଟା କୁ ସବୁ ଅପଡେଟ ସହିତ ନୂଆ ଅଣ୍ଟିବଇରସ ସହ ସ୍କାନ କରିବା ଉଚିତ |
- ଦୂର କୁ ଯିବା ଆଗରୁ ଆପଣଙ୍କ କମ୍ପୁଟର ରୁ ୟୁଏସବି କନେକଷଣ କୁ ମାନେ ରଖି ହଟାଇ ଦିଅନ୍ତୁ|
- କେବେ ଭି ଵାୟର୍ସ ରେ ପ୍ରଭାବିତ ଡାଟା କୁ କୌଣସି ମୋବାଇଲ କୁ ପଠାନ୍ତୁ ନାହିଁ |