ଭାରତ ରେ ଅଧିକତର ମହିଳା ମାନେ ଇଣ୍ଟର୍ନେଟ ବ୍ୟବହାର କରନ୍ତି| ଇଣ୍ଟର୍ନେଟ ବ୍ୟବହାର ପରିମାଣ ଭାରତ ରେ ଦିନକୁ ଦିନ ବଢ଼ିବାରେ ଲାଗିଛି | ମହିଳା ମାନେ ଇଣ୍ଟର୍ନେଟ କୁ ବ୍ୟବହାର କରି ଅନଲାଇନ କିଣାକିଣି , ସୋସିଆଲ ମିଡ଼ିଆ , ଯାତ୍ରା ସମ୍ବନ୍ଧିତ ସୂଚନା , ଇମେଲ , ରୋଷେଇ ଭିଡ଼ିଓ, ଚାକିରୀ ସମ୍ବନ୍ଧିତ ସୂଚନା, ନିଜର ବ୍ୟବସାୟ ଆରମ୍ଭ କରିବା ପାଇଁ ସୂଚନା ଏବଂ ଏମିତି ଅନେକ କିଛି ଜାଣିବା ପାଇଁ ମଧ୍ୟ ବ୍ୟବହାର କରନ୍ତି | ପ୍ରାୟତ୍ତ ମହିଳା ମାନେ ତାଙ୍କର ଖାଲି ସମୟ ରେ ଇଣ୍ଟର୍ନେଟ ବ୍ୟବହାର କରନ୍ତି | ମହିଳା ମାନେ ପ୍ରାୟତ୍ତ ନିଷ୍କପଟ, ସମର୍ପିତ , ସମସ୍ତଙ୍କୁ ସହଜରେ ବିଶ୍ୱାସ କରନ୍ତି ତେଣୁ ସାଇବର ଚୋର ମାନଙ୍କର ଶିକାର ଵନିଯାଅନ୍ତି | ଇଣ୍ଟର୍ନେଟ ଆମ ଜୀବନକୁ ଯେତିକି ସୁବିଧା କରିଦେଇଛି ତାର ସେତିକି ଖରାପ ପ୍ରଭାବ ବି ଅଛି | ବ୍ୟକ୍ତି ବିଶେଷ ମାନେ ନିଜର ସ୍ୱାର୍ଥ ପାଇଁ ମଧ୍ୟ ଇଣ୍ଟର୍ନେଟ ବ୍ୟବହାର କରନ୍ତି | ଏହାଦ୍ୱାରା ବିଭିନ୍ନ ଘାତକ ସଫ୍ଟୱେର ଯେମିତି ମାଲ୍ବାରେ, ଫିସିଂ , ପରିଚୟ ଚୋରି , ସପୂଫିଙ୍ଗ, ରନସମ୍ବର ଭଳି ଅନେକ ବ୍ୟବହହର କରାଯାଉଛି | ଆଜିର ଡିଜିଟାଲ ଦୁନିୟା ରେ ମହିଳା ମାନଙ୍କର ସାଙ୍ଗରେ ଏତେ ପ୍ରକାରର ଦୁର୍ବ୍ୟବହାର ହେଉଛି ଯେ ଆମ ମନରେ ପ୍ରଶ୍ନ ଆସେ ସତରେ କଣ ମହିଳା ମାନେ ସୁରକ୍ଷିତ | କିନ୍ତୁ ଗୋଟିଏ ଛୋଟ ପଦକ୍ଷପ ନେଲେ ସେମାନେ ସୁରକ୍ଷିତ ରହିପାରିବେ | ଚନା ସୁରକ୍ଷା ଶିକ୍ଷା ଏବଂ ସଚେତନତା(ଆଇ ଏସ ଇ ଏ ) ଦୁତୀୟ ଭାଗ ଯୋଜନା ଭାରତ ସରକାର ଙ୍କ ଦ୍ୱାରା ଉତ୍ସାହ ଏବଂ ସଚେତନତା ବଢେଇବା ପାଇଁ ନିର୍ଦ୍ଦେଶକ ରେଖା କରାଯାଇଛି | ଏହାଦ୍ୱାରା ମହିଳାମାନେ ଡିଜିଟାଲ ଦୁନିୟା ରେ ନିଜକୁ ସୁରକ୍ଷିତ ରଖିପାରିବେ | ଏହି ୱେବସାଇଟ www.infosecawareness.in ନିର୍ଦ୍ଦେଶକ ରେଖା ଅବଲମ୍ବନ କରି ନିଜର ଏବଂ ଅନ୍ୟ ମହିଳା ସାଥି ମାନଙ୍କର ସୁଵାକ୍ୟ ସୁନିଶ୍ଚିତ କରନ୍ତୁ | ଆପଣମାନେ ସାଇବର ସଚେତନ ହୁଅନ୍ତୁ ଏବଂ ଭାରତ କୁ ମଧ୍ୟ ସାଇବର ସଚେତନ ଦେଶ ବନାନ୍ତୁ |

ନିଜକୁ ସୁରକ୍ଷିତ କରନ୍ତୁ ଏବଂ ଦେଶ କୁ ସୁରକ୍ଷିତ ରଖନ୍ତୁ '

Page Rating (Votes : 3)
Your rating: